Below header
Browsing Tag

what a year 2020

ମାସେ ପରକୁ ଆଶା, ୨୦ରୁ ୨୧ ହେଲେ କଣ ବଦଳିଯିବ ଦୁନିଆର ଭାଗ୍ୟ ?

ଆଉ ଠିକ୍‌ ମାସଟିଏ ପରେ ବିଦାୟ ନେବ ବର୍ଷ ୨୦୨୦। ଅନେକ ଯାତନା, ନିର୍ଯାତନା ଦେଇ ସାରିଲାଣି ଏଇ ବର୍ଷ । ତେଣୁ ସାଧାରଣ ଲୋକଙ୍କ ମନରେ ଅନେକ ଆଶା ଓ ଆଶଙ୍କା । ଏ ବର୍ଷ ଯେଉଁ ସବୁ କଷ୍ଟ ସହିଛୁ ନୂଆ ବର୍ଷରେ ଆଉ ନହେଉ । ତେବେ ମଣିଷ ଯାହା ସବୁ ଆଶା କରେ ସେ କଥା ଘଟିବ ବୋଲି କିଛି ଗ୍ୟାରେଣ୍ଟି…