Below header
Browsing Tag

WhatsApp chat transfer

ଏବେ ହ୍ଵାଟସଅପ୍‌ ଚାଟକୁ ଆଇଫୋନରୁ ଆଣ୍ଡ୍ରଏଡକୁ ଟ୍ରାନ୍ସଫର କରିବା ହେଲା ସମ୍ଭବ, ଜାଣନ୍ତୁ ପୂରା ପ୍ରୋସେସ୍‌

ଆଇଫୋନରେ ହ୍ଵାଟସଆପ ଡାଟାକୁ ଆଣ୍ଡ୍ରଏଡକୁ ଟ୍ରାନ୍ସଫର କରିବା ସମସ୍ୟା ଲମ୍ବା ସମୟ ଧରି ଥିଲା। କିନ୍ତୁ ଏବେ ଗୁଗଲ ତାର ସମାଧାନ କରିଦେଇଛି। ଗୁଗଲ ଆପଣଙ୍କ ଆବଶ୍ୟକତାକୁ ନଜରରେ ରଖି ଗୁଗଲ ଡାଟା ରି-ଷ୍ଟୋର ଟୁଲ୍‌ ଲଞ୍ଚ୍‌ କରିଛି। ଯଦିଓ ଏହାକୁ ଏବେ ସମସ୍ତଙ୍କ ପାଇଁ ଜାରି କରାଯାଇନାହିଁ। ଗୁଗଲ…

ଆପଣ ନୂଆ ଫୋନ କିଣିଛନ୍ତି କି, ତାହେଲେ ଏପରି କରନ୍ତୁ ପୁରୁଣା ଫୋନରୁ ନୂଆ ଫୋନକୁ WhatsApp chats‌ ଟ୍ରାନ୍ସଫର

ଆଜିର ଯୁଗରେ ଯଦି ଆପଣ ନିଜ ପୁରୁଣା ଫୋନରୁ ନୂଆ ଫୋନକୁ ସିଫ୍ଟ କରୁଛନ୍ତି ତାହେଲେ ଆଉ ପୂର୍ବଭଳି ସେତେଟା ମୁସକିଲ ହେଉନି। କିନ୍ତୁ କିଛି ଜିନିଷ ଏମିତି ଅଛିଳ ଯାହା ଆପଣଙ୍କ ପୁରୁଣା ଡିଭାଇସରେ ରହିଯାଏ। ଖାସକରି ଟେକ୍ସଟ ମେସେଜ, ଯାହାକୁ ଆମେ ଅନେକ ଥର ବ୍ୟାକଅପ କରିବା ଭୂଲିଯାନ୍ତି।…