Below header
Browsing Tag

wheelchair

ନିଆରା ପ୍ରେମ କାହାଣୀ: ହ୍ୱିଲ ଚେୟାରରେ ପ୍ରେମିକ ତଥାପି ବଦଳିଲାନି ପ୍ରେମିକା, ସାରା ଜୀବନ ପାଇଁ ଧରିଲା ହାତ

ସୋର(କେନ୍ୟୁଜ): ହାତରେ ମେହେନ୍ଦି ପାଦରେ ଅଳତା ଲଗାଇ ବଧୂ ସାଜିଛି ପ୍ରେମିକା । ସେ ଜାଣିନି ସେ ଦେଖିଥିବା ଅସୁମାରୀ ସ୍ୱପ୍ନ ପୂରଣ ହେବ କି ନାହିଁ । ତଥାପି ମନର ବିଶ୍ଵାସ ତାର ଆକାଶ ଛୁଇଁଛି । ସେ ଜାଣିଛି ବାଛି ନେଇଥିବା ଏଇ ଜୀବନ ପଥ ଏତେ ସହଜ ନୁହେଁ ତା ପାଇଁ ତଥାପି ସାହାସର ସହ ଆଗେଇ…

ରେଳ ଧାରଣାକୁ ଖସି ପଡିଲେ ହ୍ୱିଲ ଚେୟାରରେ ବସିଥିବା ଏହି ବ୍ୟକ୍ତି, ଜାଣନ୍ତୁ ତାପର ଘଟଣା

ନ୍ୟୁୟର୍କର ଏକ ଭିଡ଼ିଓ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓ ସମ୍ପର୍କରେ ଆମେ ଆପଣଙ୍କୁ କହୁଛୁ ସେଥିରେ ଜଣେ ହ୍ୱିଲ ଚେୟାରରେ ବସିଥିବା ବ୍ୟକ୍ତି ଅଚାନକ ରେଳ ଧାରଣା ଉପରୁ ଖସି ପଡିଲେ । ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ଜଣେ ଯାତ୍ରୀ ଡେଇଁ ପଡ଼ି ତାଙ୍କୁ ସେହି ଧାରଣା ଉପରୁ…

ସାମ୍ନାକୁ ଆସିଲା କପିଲ ଶର୍ମା ହ୍ଵିଲ ଚେୟାରରେ ଯିବାର କାରଣ, ଜାଣନ୍ତୁ କ’ଣ ହୋଇଛି କମେଡି କିଙ୍ଗ୍‌ଙ୍କର

ନିକଟରେ କପିଲ ଶର୍ମାଙ୍କୁ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ସେତେବେଳେ ସେ ହ୍ଵିଲ ଚେୟାରରେ ବସିଥିଲେ। କପିଲଙ୍କୁ ହ୍ଵିଲ ଚେୟାରରେ ଦେଖି ଫଟୋଗ୍ରାଫର ତାଙ୍କ ଫଟୋ ଉଠାଇବାରୁ କପିଲ ପ୍ରବଳ ରାଗିଯାଇଥିଲେ ଓ ସେମାନଙ୍କୁ ଗାଳି କରିବାକୁ ଲାଗିଥିଲେ। କପିଲ ଫଟୋଗ୍ରାଫରଙ୍କୁ ‘ଉଲ୍ଲୁ କେ ପଠେ’…

ହିତାଧିକାରୀଙ୍କ ଦୁରବସ୍ଥା: ଭତ୍ତା ପାଇଁ ଦିବ୍ଯାଙ୍ଗ ସ୍ବାମୀଙ୍କୁ ହ୍ବିଇଲ୍ ଚେୟାରରେ ବସାଇ ୧୭କିମି ଚାଲି ଚାଲି ଆସିଲେ…

କେନ୍ଦୁଝର: ହିତାଧିକାରୀଙ୍କ ଦୁରବସ୍ଥା। ଯାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଦିବ୍ଯାଙ୍ଗ ଭତ୍ତା ପାଇଁ ଦୀର୍ଘ ୧୭କିଲୋମିଟର ସ୍ବାମୀଙ୍କୁ ଏକ ହ୍ବିଲ୍ ଚେୟାରରେ ବ୍ଲକ୍ କାର୍ଯ୍ୟାଳୟକୁ ଠେଲି ଠେଲି ଆଣିଛନ୍ତି ପତ୍ନୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର…