ଏହି କାରଣରୁ ଭାଙ୍ଗିଥିଲା ସୁଶାନ୍ତ ଓ ଅଙ୍କିତାଙ୍କର ୬ ବର୍ଷର ସମ୍ପର୍କ, ଅଲଗା ହୋଇଯାଇଥିଲେ ଦୁଇ ପ୍ରେମୀ ଯୁଗଳ
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସମସ୍ତ ଦୁଃଖୀ ହୋଇଯାଇଛନ୍ତି। ଖାସ୍ କରି ସୁଶାନ୍ତଙ୍କ ନିକଟତମ ଲୋକମାନେ ଅଧିକ ଭାଙ୍ଗିପଡ଼ିଛନ୍ତି। ସୁଶାନ୍ତ ଆତ୍ମହତ୍ୟା କରିବା ପଛରେ କାରଣ କ’ଣ? ପୋଲିସ ଏହି ପ୍ରଶ୍ନର ଉତ୍ତର ଖୋଜୁଛି। ଏଥିପାଇଁ ଏବେ ଯାଏଁ ପ୍ରାୟ ୨୮ ଜଣଙ୍କ ବୟାନ ରେକର୍ଡ ସରିଲାଣି।…