Below header
Browsing Tag

wine protest

ଆଉ ତ୍ରାହି ନାହିଁ, ଏଣିକି ମଦ ପିଇଲେ ଦେବେ ୨୦ ହଜାର ଟଙ୍କା ଜରିମାନା

ଗୋପ (କେନ୍ୟୁଜ) : ଆପଣ ସାରା ରାଜ୍ଯରେ ବିଭିନ୍ନ ସମୟରେ ମଦ ମୁକ୍ତି ପାଇଁ ବିରୋଧ ଆଉ ଆନ୍ଦୋଳନ ଚାଲିଥିବା ଖବର ଦେଖିଥିବେ। ବିଶେଷ କରି ମହିଳାମାନେ ବିରୋଧ ପ୍ରଦର୍ଶନ କରି ଏହା ବିରୁଦ୍ଧରେ ଆନ୍ଦୋଳନ ଚଳାଇଥାନ୍ତି। କେଉଁ ସ୍ଥାନରେ ଏହି ଆନ୍ଦୋଳନ ସଫଳ ହୁଏ ତ ଆଉ କେଉଁଠି ବିଫଳ। କିନ୍ତୁ ଏମିତି…

ବ୍ୟାପିଲା ମଦ ବିରୋଧୀ ଆନ୍ଦୋଳନ, ଶତାଧିକ ମହିଳା ଓ ଗ୍ରାମବାସୀ କଲେ ଭଙ୍ଗାରୁଜା

ଗଞ୍ଜାମ (କେନ୍ୟୁଜ୍) : କବିସୂର୍ଯ୍ୟନଗର ଅଞ୍ଚଳରେ ବ୍ୟାପିଲା ମଦ ବିରୋଧୀ ଆନ୍ଦୋଳନ । ଶତାଧିକ ମହିଳା ଓ ଗ୍ରାମବାସୀ ଗାଁ ନିକଟରେ ଥିବା ଏକ ବିଦେଶୀ ମଦ ଦୋକାନରେ ଭଙ୍ଗାରୁଜା କରିଛନ୍ତି । ରାସ୍ତାରେ ନିଆଁ ଜାଳି ଦେଶୀ ମଦ ଓ ବିଭିନ୍ନ ସାମଗ୍ରୀ ପୋଡାଜଳା କରିଛନ୍ତି । ଏହା ପରେ ମରାଠୀବସାରେ…

ମଦଭାଟି ଜାଳିଦେଲେ ମହିଳା

ଗଞ୍ଜାମ : ମଦଭାଟି ଜାଳିଦେଲେ ମହିଳା । ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ପିତ୍ତଳ ଗାଁରେ ମଦ ଦୋକାନରେ ଭଙ୍ଗାରୁଜା କରିଛନ୍ତି ମହିଳା । ଗତ କିଛି ଦିନ ହେଲା ଏହି ଅଞ୍ଚଳରେ ମଦୁଆଙ୍କ ଆଡ୍ଡା ଜମୁଥିବାରୁ ଲୋକେ ଅତିଷ୍ଠ ହୋଇ ପଡିଥିଲେ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ମଦଭାଟି ଉଚ୍ଛେଦ…

ମଦ ବିରୋଧୀ ଆନ୍ଦୋଳନ, ରାସ୍ତାକୁ ଓହ୍ଲାଇଲେ ଗାଁ ଲୋକ

ଗଞ୍ଜାମ : ପ୍ରଶାସନ ଶୁଣିଲାନି । ଶେଷରେ ତାତିଲେ ଗାଁଲୋକ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅର୍ନ୍ତଗତ କୁମାରୀ ଗାଁରେ ଶତାଧିକ ମହିଳା ଓ ପୁରଷ ମଦ ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି । ଦୀର୍ଘ ଦିନ ଧରି ଗାଁରେ ମଦ ବିକ୍ରୀକୁ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି…

ତାତିଲେ ମହିଳା : ବେଆଇନ୍‌ ମଦ ବିକ୍ରିକୁ ବିରୋଧ କରି ରାସ୍ତା ଅବରୋଧ

ଖୋର୍ଦ୍ଧା : ମଦ ବିରୋଧରେ ତାତିଲେ ମହିଳା । ବେଆଇନ୍‌ ମଦ ବିକ୍ରିକୁ ବିରୋଧ କରି ରାସ୍ତା ଅବରୋଧ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ପାଇକରାପୁର ଗାଁର ମହିଳାମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଗେଡ଼ିଆପଲ୍ଲୀଠାରେ ମଦ ବୋତଲ ରଖି ଟାୟାର ଜାଳି ରାସ୍ତାରୋକ କରିଥିଲେ । ଫଳରେ ଖୋର୍ଦ୍ଧା-କଣ୍ଟିଲୋ…