Browsing Tag

winter forecast

କାଲିଠାରୁ ରାଜ୍ୟରେ ପ୍ରବାହିତ ହେବ ଥଣ୍ଡା ଓ ଶୁଷ୍କ ବାୟୁ, ପ୍ରବଳ ଶୀତର ପୂର୍ବାନୁମାନ

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟକୁ ପୁଣି ଫେରିବ ଶୀତ। ଓଡ଼ିଶା ମଧ୍ୟକୁ ଉତ୍ତର- ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ପ୍ରବାହ ଶକ୍ତିଶାଳୀ ହେଉଥିବାରୁ ପ୍ରବଳ ଶୀତର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କାଲିଠାରୁ ଥଣ୍ଡା ଓ ଶୁଷ୍କ ବାୟୁ ରାଜ୍ୟକୁ ପ୍ରବାହିତ ହେବ। ଏହାର ପ୍ରଭାବରେ…

ଦିନରେ କାଟୁଛି ଖରା ରାତିରେ ଖସୁଛି ପାରା, ଧରାକୁ ଛୁଉଁଛି ହାଲୁକା ଶୀତ

ଭୁବନେଶ୍ବର(କେନ୍ୟୁଜ୍):  ଦିନରେ ଖରା କାଟୁଛି  ରାତିରେ ପ୍ରଥମ ଶୀତ ସ୍ପର୍ଷ ମିଳୁଛି। ପାଣିପାଗ ଏବେ ଏଭଳି  ହୋଇଯାଇଛି। ଗତ କାଲି ଠାରୁ ସମଗ୍ର ରାଜ୍ୟରେ  ଶୀତର ହାଲୁକା ବାତାବରଣ ଖେଳିଛି। କିନ୍ତୁ  ଦିନ ବେଳେ  ତାପମାତ୍ର ଅଧିକ ରହୁଥିବାର ଅସହ୍ୟ ତାତି ଅନୁଭୂତ ହେଉଛି। ଏମିତି ହେବା ପଛରେ…