Browsing Tag

winter waves

ରାଜ୍ୟରେ କମୁଛି ଶୀତଲହରୀ, ଆଗାମୀ ୨ଦିନ ଯାଏ ରାଜ୍ୟର ପାଗ ଶୁଖିଲା ରହିବ

ଭୁବନେଶ୍ବର(କେନ୍ୟଜ୍): ରାଜ୍ୟରେ କମୁଛି ଶୀତଲହରୀ। ଅଧିକାଂଶ ସ୍ଥାନରେ ପାଗ ଶୁଖିଲା ରହିଛି। ୧୦ ଡିଗ୍ରୀ ତଳେ ରହିଛି ୫ଟି ସହରର ତାପମାତ୍ରା। ସର୍ବନିମ୍ନ ରାତି ତାପମାତ୍ରା ୮ଡିଗ୍ରୀ ସେଲସିୟସ ସହ ସୁନ୍ଦରଗଡ଼ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ଫୁଲବାଣୀ ଓ ଦାରିଙ୍ଗିବାଡ଼ିରେ ତାପମାତ୍ରା ୮.୫…

କନ୍ଧମାଳରେ ଶୀତର ଲହରୀ, ଥଣ୍ଡା ଦାଉରୁ ରକ୍ଷା ପାଇବା ଲାଗି ବିଭିନ୍ନ ସ୍ଥାନରେ ନିଆଁ ପୁଇଁ ହେଉଛନ୍ତି ଲୋକେ

କନ୍ଧମାଳ: କନ୍ଧମାଳରେ ଶୀତର ଲହରୀ । ଶୀତ ଦାଉରୁ ରକ୍ଷା ପାଇବା ଲାଗି ବିଭିନ୍ନ ସ୍ଥାନରେ ନିଆଁ ପୁଇଁ ହେଉଛନ୍ତି ସ୍ଥାନୀୟ ଲୋକେ । ପ୍ରାୟ ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡିରେ ଆଛାଦିତ ହୋଇ ରହୁଛି ସହର । ଘନ କୁହୁଡି ଯୋଗୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି । ଚଳିତ ବର୍ଷ ଫୁଲବାଣୀରେ…