Browsing Tag

winters will increase

ରାଜ୍ୟକୁ ପୁଣି ଫେରିଛି ଶୀତ, ଦୁଇ ଦିନ ହେବ ସାମାନ୍ୟ ହ୍ରାସ ପାଇଛି ରାତି ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): କିଛି ଦିନରେ ବ୍ୟବଧାନ ପରେ ରାଜ୍ୟକୁ ପୁଣି ଫେରିଛି ଶୀତ । ଗତ ଦୁଇ ଦିନ ହେବ ରାତି ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ଫଳରେ ରାଜ୍ୟରେ ଅନୁଭୂତ ହେଉଛି ଥଣ୍ଡା । ଉପକୂଳ ଓଡ଼ିଶାରେ ତାପମାତ୍ରାରେ ପରିବର୍ତ୍ତନ ହୋଇଛି । ଆଗାମୀ ଦୁଇ ତିନି ଯାଏ ପାରଦ ୨ରୁ ୩ ଡିଗ୍ରୀ…