Below header
Browsing Tag

woman brutally beaten

ବଡବାପାର ମାଡ଼ରେ ଝିଆରୀ ଗୁରୁତର

ଆନନ୍ଦପୁର(କେନ୍ୟୁଜ୍‌) :  ବଡ ଝିଅକୁ ସାଙ୍ଗରେ ଧରି ଦେଢଶୁର ବିରୋଧରେ ଅଭିଯୋଗ କରିବାକୁ ଥାନାକୁ ଯାଇଥିଲା ବିଧବା ମା । ଘରେ ରହିଥିଲା ମଝିଆ ଝିଅ । ସେହି ସମୟରେ ଝିଅକୁ ସଂଘବଦ୍ଧ ଆକ୍ରମଣ କରି ଲହୁ ଲୁହାଣ କଲେ ଦେଢଶୁରଙ୍କ ପରିବାର ଲୋକେ । ଗୁରୁତର ଅବସ୍ଥାରେ ଏବେ ଝିଅ ଡାକ୍ତରଖାନାରେ…

ଜମି ନିକଟରେ ଥିବା ଗଛକୁ ନେଇ ବିବାଦ: ଗାଁ ଦାଣ୍ଡରେ ମହିଳାଙ୍କୁ ନିର୍ଘାତ ମାଡ଼ ମାରିଲେ ଯୁବକ

ଉଦଳା(କେନ୍ୟୁଜ୍): ଗାଁ ଦାଣ୍ଡରେ ମହିଳାଙ୍କୁ ନିର୍ଘାତ ମାଡ଼। ମାଡ଼ ମାରିଲେ ଜଣେ ଯୁବକ। ରାସ୍ତାରେ ପକାଇ ଦେଲେ ନିର୍ଯାତନା। ଉଦଳା ଥାନା ବରଡ଼ିହି ପଞ୍ଚାୟତ ପାଟଶାଣିପୁର ଗ୍ରାମରେ ଘଟିଛି ଏହି ଅଭାନୀୟ ଘଟଣା। ସୂଚନା ମୁତାବକ,  ଜମି ନିକଟରେ ଥିବା ଗଛକୁ ନେଇ ବିବାଦର ଆରମ୍ଭ ହୋଇଥିଲା। ଏହି…

ହଜିଗଲା ମାନବିକତା: ସାମାନ୍ୟ ଟିକେ ଜାଗା ପାଇଁ ନିଜ ଭାଇବୋହୁକୁ ନିର୍ଦ୍ଧୁମ ମାଡ ମାରିଲା ଦେଢଶୁର

ଜଳେଶ୍ୱର : ହଜିଗଲା ମାନବିକତା । ସାମାନ୍ୟ ଟିକେ ଜାଗା ପାଇଁ ନିଜ ଭାଇବୋହୁକୁ ନିର୍ଦ୍ଧୁମ ମାଡ ମାରିଲା ଦେଢଶୁର । ଘରଡିହରେ ବାଡ ବସାଇବାକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ । ବାଲେଶ୍ୱର ଜଳେଶ୍ୱର ଥାନା ଗଡସାହି ବାଲିଆପାଳରେ ଅଭାବନୀୟ ଘଟଣା । ଘର ଢିହରେ ବାଡ ବସାଇବାକୁ ନେଇ ଦେଢଶୁର ଓ…