Below header
Browsing Tag

woman drowned

ବୈତରଣୀ ନଦୀରେ ଗାଧୋଇବା ବେଳେ ଭାସିଗଲେ ମହିଳା : ଅଗ୍ନିଶମ ବାହିନୀ ଦ୍ୱାରା ହେଲେ ଉଦ୍ଧାର

ଆନନ୍ଦପୁର (କେନ୍ୟୁଜ): ଫୁଲୁଛି ବୈତରଣୀ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବୈତରଣୀରେ ବଢୁଛି ଜଳସ୍ତର । ଆନନ୍ଦପୁର ରାଜଘାଟଠାରେ ବିପଦ ସଙ୍କେତ ଉପରେ ଜଳସ୍ତର ପ୍ରବାହିତ ହେଉଛି । ଆନନ୍ଦପୁର ପୌର ପରିଷଦ ଅନ୍ତର୍ଗତ ଫକୀରପୁର ଗାଁର ବାସନ୍ତୀ ରାଉଳ ନଦୀକୁ ଗାଧୋଇ ଯାଇଥିବା ସମୟରେ ଅଚାନକ…

ବାଇକ୍‌ରେ ଯାଉଥିବାବେଳେ ହଠାତ୍ ରାସ୍ତା ଉପରକୁ ମାଡି ଆସିଲା ପାଣି: ଭାସିଗଲେ ସ୍ତ୍ରୀ, ବଞ୍ଚିଗଲେ ସ୍ୱାମୀ

ଭଞ୍ଜନଗର(କେନ୍ୟୁଜ୍): ରାସ୍ତା ଉପରକୁ ମାଡି ଆସିଲା ପାଣି । ଭାସିଗଲେ ସ୍ୱାମୀ, ସ୍ତ୍ରୀ । ସ୍ୱାମୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏପର୍ଯ୍ୟନ୍ତ ସ୍ତ୍ରୀର ପତ୍ତା ମିଳିନି । ଗଞ୍ଜାମ ଜିଲ୍ଲା ଗାଲେରୀ ଫାଣ୍ଡି ନାରୀଗୋଛା ଗାଁ ନିକଟରେ ଅଘଟଣ ଘଟିଛି । ଗତକାଲି ରାତିରେ ବାଇକ୍‌ରେ ସ୍ୱାମୀ…

ମୟୂରଭଞ୍ଜ ହରିପୁର ଗାଁରେ ଅଘଟଣ: ଗୋଡ ଖସିଯିବାରୁ ନଦୀ ସୁଅରେ ଭାସିଗଲେ ମହିଳା

ଉଦଳା(କେନ୍ଯୁଜ୍): ନଦୀ ସୁଅରେ ଭାସିଗଲେ ମହିଳା । ମୟୂରଭଞ୍ଜ ଖୁଣ୍ଟା ଥାନା ହରିପୁର ଗାଁରେ ଅଘଟଣ ଘଟିଛି। ନିଖୋଜ ମହିଳାଙ୍କ ନାଁ ସାବିତ୍ରୀ ବିଶ୍ୱାଳ । ତାଙ୍କ ଘର ବାଡିପଟେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ମହିଳାଙ୍କ ଗୋଡ ଖସିଯାଇଥିଲା । ଫଳରେ ପ୍ରଖର ସ୍ରୋତରେ ଭାସିଯାଇଛନ୍ତି ମହିଳା ।…