Browsing Tag

woman on dharana in balasore

ନ୍ୟାୟ ପାଇଁ ୮ ବର୍ଷର ପୁଅକୁ ଧରି ସ୍ୱାମୀଙ୍କ ଘର ଆଗରେ ଧାରଣାରେ ସ୍ତ୍ରୀ

ଜଳେଶ୍ବର(କେନ୍ଯୁଜ୍): ନ୍ୟାୟ ପାଇଁ ୮ ବର୍ଷର ପୁଅକୁ ଧରି ସ୍ୱାମୀଙ୍କ ଘର ଆଗରେ ଶୀତ କାକରରେ ଧାରଣାରେ ବସିଛନ୍ତି ସ୍ତ୍ରୀ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ନାବରା ଗାଁରେ । ଗାଁର ହରିପଦ ଦେ ଜଳେଶ୍ୱର ରାଜପୁର ଗାଁର ଗୟାପ୍ରସାଦ ବେହେରାଙ୍କ ଝିଅ…