Browsing Tag

women parked in front bus

ଚଳନ୍ତା ବସ୍‌ ଆଗରେ ସ୍କୁଟି ଧରି ଛିଡା ହୋଇଗଲେ ମହିଳା, ତା’ପରେ ଯାହା ହେଲା ତାକୁ ଦେଖି ଲୋକେ ହୋଇଗଲେ ଆଶ୍ଚର୍ଯ୍ୟ

ଯେଉଁଠି ଟ୍ରାଫିକ ପୋଲିସ ଲୋକଙ୍କର ଯାତାୟତ ନିୟମ ପ୍ରତି ଜାଗ୍ରୁକ କରିବା ପାଇଁ କଠିନ ପରିଶ୍ରମ କରୁଛନ୍ତି ସେଠି ଜଣେ ମହିଳା ଏମିତି ଏକ କାମ କରିଦେଖାଇଛନ୍ତି ଯାହାକୁ ଦେଖିଲେ ଆପଣ ବି ପ୍ରଶଂସା କରି ରହିପାରିବେନି। କେରଳର ଜଣେ ସ୍କୁଟି ଚଳାଉ ଥିବା ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି ।…