Below header
Browsing Tag

worker killed

ଉଟିରେ ନୂଆ ଘର ତିଆରି ବେଳେ ଭୂସ୍ଖଳନ, ୬ ମହିଳାଙ୍କ ସମେତ ୭ ଶ୍ରମିକ ମୃତ

ତାମିଲନାଡ଼ୁର ଉଟିରେ ଏକ ନୂଆ ଘର ତିଆରି ବେଳେ ଭୂସ୍ଖଳନ ହୋଇ ୭ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ଏଥିରେ ଗୁରୁତର ଆହତ ୨ ଶ୍ରମିକଙ୍କୁ ଉଟି ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଉଟି ନିକଟସ୍ଥ ଲଭ୍‌ଡେଲରେ ବୁଧବାର ଏହି ଘଟଣା ଘଟିଛି । ପୋଲିସ ମୁତାବକ, ମାଟି ଅତଡ଼ା ଭିତରେ ଏବେ ବି ଜଣେ…

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଅଜଣା ଗାଡି ଧକ୍କାରେ ଚାଲିଗଲା ଶ୍ରମିକଙ୍କ ଜୀବନ

ସୋନପୁର (କେନ୍ୟୁଜ): ସଡକ ଦୁର୍ଘଟଣାରେ ଜଣେ ମୃତ । ସୋନପୁର-ବଲାଙ୍ଗୀରି ୫୭ ନମ୍ବର ଜାତୀୟ ରାଜପଥ ସିଆଲଜୁରୀ ରାଇସମିଲ ସମ୍ମୁଖରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଆଜି ସକାଳୁ ସକାଳୁ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କର ଜୀବନ ଯାଇଥିବା ଜଣାଯାଇଛି । ବ୍ୟକ୍ତି ଜଣକ ସ୍ଥାନୀୟ…