Browsing Tag

worker trapped

କାମାକ୍ଷାନଗର ଆଳତୁମା ଗାଁରେ କୂଅ ଖୋଳୁଥିବା ବେଳେ ଅଘଟଣ: ମାଟି ଅତଡା ତଳେ ଚାପିହୋଇ ରହିଛନ୍ତି ଶ୍ରମିକ

କାମାକ୍ଷାନଗର: କୂଅ ଖୋଳୁଥିବା ବେଳେ ଅଘଟଣ । ଅତଡା ଖସିବାରୁ ଜଣେ ଶ୍ରମିକ ଚାପିହୋଇ ରହିଛନ୍ତି । ଶ୍ରମିକ ଜଣଙ୍କ ହେଲେ ଦିଗୁଡିଆ ସାହିର ଧୂଳିଆ ମଲ୍ଲୀକ । ଢେଙ୍କାନାଳ କାମାକ୍ଷାନଗର ଥାନା ଆଳତୁମା ଗାଁରେ ଏହି ଅଘଟଣ ଘଟିଛି। କାମାକ୍ଷାନଗର ଅଗ୍ନୀଶମ ବାହିନୀ ପହଞ୍ଚି ୩ଟି ଜେସିବି ମେସିନ୍‌…

କାମ କରିବାକୁ ଯାଇ ମୁମ୍ବାଇ ମାଲଦା ଇଷ୍ଟ ଟାଉନସିପ୍‌ ଅଞ୍ଚଳରେ ଫସିଛନ୍ତି ୧୩ଓଡ଼ିଆ ଶ୍ରମିକ, ଭିଡିଓ ମାଧ୍ୟମରେ ଉଦ୍ଧାର…

ନୂଆପଡା : କାମ କରିବାକୁ ଯାଇ ଫସିଛନ୍ତି ୧୩ ଜଣ ଓଡ଼ିଆ ଶ୍ରମିକ । ଏମାନେ ସମସ୍ତେ ମୁମ୍ବାଇ ମାଲଦା ଇଷ୍ଟ ଟାଉନସିପ୍‌ ଅଞ୍ଚଳକୁ କାମ କରିବାକୁ ଯାଇଥିଲେ । ସମସ୍ତ ଶ୍ରମିକ ନୂଆପଡା ଖଡିଆଳ ବ୍ଲକ ମଣ୍ଡୋସିଲ ଗ୍ରାମ ପଞ୍ଚାୟତର ବୋଲି ଜଣାପଡିଛି । ସମଗ୍ର ଦେଶରେ ଲକ୍‌ ଡାଉନ ଘୋଷଣା ହେବା ପରେ ସେମାନେ…