Below header
Browsing Tag

workers died

ଦାମନଯୋଡ଼ିରେ ଅଘଟଣ: ନିର୍ମାଣାଧୀନ ବିଲ୍ଡିଂର ଛାତ ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

କୋରାପୁଟ (କେନ୍ୟୁଜ): କୋରାପୁଟ ଜିଲ୍ଲା ଦାମନଯୋଡ଼ିରେ ଅଘଟଣ । ନିର୍ମାଣାଧୀନ ବିଲଡିଂର ଛାତ ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।  ଏହି ଦୁର୍ଘଟଣାରେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଦିନ ୧୨ଟାରେ ସମ୍ପ୍ରସାରଣ ପ୍ରକଳ୍ପରେ ସିମେଣ୍ଟ କଂକ୍ରିଟ କାମ କରୁଥିବା ସମୟରେ ଲୁହା ରଡ ଖସି…

ଯାଜପୁର: ବିଦ୍ୟୁତ ଆଘାତରେ ୨ ଶ୍ରମିକ ମୃତ

ଯାଜପୁର (କେନ୍ୟୁଜ): ବିଦ୍ୟୁତ ଆଘାତରେ ୨ ଶ୍ରମିକ ମୃତ । ଯାଜପୁର ରୋଡ଼ ଥାନା ବ୍ୟାସ ସରୋବର ପୀଠରେ ଅଘଟଣ। ଫେବ୍ରିକେସନ୍ କାର୍ଯ୍ୟ କରୁଥିବା ସମୟରେ ବିଦ୍ୟୁତ ଆଘାତରେ ୨ ଶ୍ରମିକଙ୍କ ମୃତ୍ୟୁ ସୂଚନା। ମୃତ ଶ୍ରମିକ ୨ ଜଣ ପଶ୍ଚିମବଙ୍ଗ ମାଲଦା ଥାନା ଅଞ୍ଚଳର ଇନ୍ଦ୍ରଜିତ ମଣ୍ଡଳ ଓ ରେଜାବୁଲ୍ ଶେଖ…

ଶିଶୁପାଳଗଡ: ପାଇଖାନା ଟାଙ୍କିରେ ଖସିପଡି ୨ ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର (କେନ୍ୟୁଜ): ଟାଙ୍କିରେ ପଡ଼ି ୨ ମୃତ । ପାଇଖାନା ଟାଙ୍କିରେ ପଡି ଦୁଇ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ୱର ଶିଶୁପାଳଗଡ଼ ରଘୁନାଥନଗରରେ ଅଘଟଣ ଘଟିଛି। ପାଇଖାନା ଟାଙ୍କି ସଫା କରୁଥିବା ବେଳେ ଗୁରୁତର ହୋଇପଡିଥିଲେ । ତାଙ୍କୁ କ୍ୟାପିଟଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।…

କାମ ସାରି ଫେରୁଥିବା ବେଳେ ୨ ଶ୍ରମିକଙ୍କ ଉପରେ ଚଢ଼ିଗଲା ଟ୍ରକ, ଘଟଣାସ୍ଥଳରେ ମୃତ୍ୟୁ

ସୁନ୍ଦରଗଡ (କେନ୍ୟୁଜ): ହେମଗିର ଥାନା ବରପାଲି ଛକରେ ୨ ଶ୍ରମିକଙ୍କ ଉପରେ ଚଢ଼ିଗଲା ଟ୍ରକ । ଘଟଣା ସ୍ଥଳରେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଦୁଇ ଜଣ କାମ ସାରି ନିଜ ଗାଁ ବନ୍ଧପାଲିକୁ ସାଇକେଲ ରେ ଫେରୁଥିବା ବେଳେ ଦୁର୍ଘଟଣା ହୋଇଛି। ଘଟଣା ସ୍ଥଳରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ।

ତୁର୍କୀରେ ଭୟଙ୍କର ବିସ୍ଫୋରଣ : ୨୨ ଶ୍ରମିକ ମୃତ, ଉଦ୍ଧାର ଅପେକ୍ଷାରେ ୫୦ରୁ ଅଧିକ ଖଣି ମାଲିକ

ନୂଆଦିଲ୍ଲୀ : ଶୁକ୍ରବାର ବିଳମ୍ବିତ ରାତିରେ ତୁର୍କୀରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ତୁର୍କୀର ଏକ କୋଇଲା ଖଣିରେ ବ୍ୟାପକ ବିସ୍ଫୋରଣରେ ଅତି କମରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଦଶହଜାର ଖଣି ମାଲିକ ବର୍ତ୍ତମାନ ଫସି ରହିଛନ୍ତି। ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଖଣିରେ ଉତ୍ପାଦିତ ମିଥେନ…