ଦାମନଯୋଡ଼ିରେ ଅଘଟଣ: ନିର୍ମାଣାଧୀନ ବିଲ୍ଡିଂର ଛାତ ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ

କୋରାପୁଟ ଜିଲ୍ଲା ଦାମନଯୋଡ଼ିରେ ଅଘଟଣ । ନିର୍ମାଣାଧୀନ ବିଲ୍ଡିଂର ଛାତ ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି ।ମୃତକ ଦୁଇ ଜଣ ହେଲେ ସନତ କୁନେଇ ଓ ଶାମା ରାଜବଂଶି। ସେହିପରି ଗୁରୁତର ଥିବା ବ୍ୟକ୍ତି ହେଲେ ଏଆନସାରି । ସମସ୍ତେ ଝାଡ଼ଖଣ୍ଡ ରାଜ୍ୟର ବୋଲି ଜଣାପଡିଛି ।

କୋରାପୁଟ (କେନ୍ୟୁଜ): କୋରାପୁଟ ଜିଲ୍ଲା ଦାମନଯୋଡ଼ିରେ ଅଘଟଣ । ନିର୍ମାଣାଧୀନ ବିଲଡିଂର ଛାତ ଭୁଶୁଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।  ଏହି ଦୁର୍ଘଟଣାରେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଦିନ ୧୨ଟାରେ ସମ୍ପ୍ରସାରଣ ପ୍ରକଳ୍ପରେ ସିମେଣ୍ଟ କଂକ୍ରିଟ କାମ କରୁଥିବା ସମୟରେ ଲୁହା ରଡ ଖସି ଶ୍ରମିକଙ୍କ ଉପରେ ପଡିଯାଇଥିଲା । ମୃତକ ଦୁଇ ଜଣ ହେଲେ ସନତ କୁନେଇ ଓ ଶାମା ରାଜବଂଶି । ସେହିପରି ଗୁରୁତର ଥିବା ବ୍ୟକ୍ତି ହେଲେ ଏଆନସାରି । ସମସ୍ତେ ଝାଡ଼ଖଣ୍ଡ ରାଜ୍ୟର ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.