Browsing Tag

workers in Chennai

ଚେନ୍ନାଇରେ ରହିଛି ଓଡ଼ିଆ ଶ୍ରମିକଙ୍କର ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା: ବୁଝୁନି ପ୍ରଶାସନ, ଏବେ ଅସୁବିଧାରେ ପରିବାର ଲୋକେ

ବାଲୁଗାଁ (କେନ୍ୟୁଜ): ଚେନ୍ନାଇରୁ ଫେରିଲେ ଓଡ଼ିଆ ଦାଦନ ଶ୍ରମିକ କିନ୍ତୁ ୨୫ ଦିନ ବିତି ଯାଇଥିଲେ ମଧ୍ୟ ଏବେ ବି ପାଇ ନାହାନ୍ତି ତାଙ୍କ ପାରିଶ୍ରମିକ। ବାଲୁଗାଁ ଶ୍ରମ ଅଧିକାରୀ କହିଥିଲେ ଯେ ସେ ଚେନ୍ନାଇ ସ୍ଥିତ ଅନଭ କମ୍ପାନୀ ସହିତ କଥା ହୋଇଛନ୍ତି ଏବଂ କମ୍ପାନୀର ପ୍ରତିଶ୍ରୁତି ମୁତାବକ ସମସ୍ତ…