Below header
Browsing Tag

world corona

ବିଶ୍ୱରେ ୨୪ ଘଣ୍ଟାରେ ୩୧ ଲକ୍ଷ ୨୫ ହଜାର ସଂକ୍ରମିତ ଚିହ୍ନଟ, ଗୋଟିଏ ଦିନରେ ୭ ହଜାର ୮୫୪ ରୋଗୀ ମୃତ

କେନ୍ୟୁଜ୍(ବ୍ୟୁରୋ): ବିଶ୍ୱରେ କରୋନା ସଂକ୍ରମଣର ସାଂଘାତିକ ରୂପ । ୨୪ ଘଣ୍ଟାରେ ୩୧ ଲକ୍ଷ ୨୫ ହଜାର ସଂକ୍ରମିତ ଚିହ୍ନଟ । ଗୋଟିଏ ଦିନରେ ୭ ହଜାର ୮୫୪ ରୋଗୀ ମୃତ । ଆମେରିକାରେ ବେଲଗାମ କରୋନା । ଗୋଟିଏ ଦିନରେ ୮ ଲକ୍ଷ ୧୪ ହଜାର ୪୯୪ କରୋନା ପଜିଟିଭ କେସ । ପ୍ରାଣ ହରାଇଛନ୍ତି ୨ ହଜାର ୨୬୯…

୧୫୩ ଦେଶରେ କରୋନାର କୋକୁଆ ଭୟ, ଚୀନ୍‌ ଠାରୁ ଅଧିକ ବେଗରେ ବଢୁଛି ଇଟାଲୀର ମୃତ୍ୟୁ ହାର

କେନ୍ୟୁଜ୍(ବ୍ୟୁରୋ):  ବଢୁଛି କରୋନା କୋପା। ବେଳକୁ ବେଳ ଗମ୍ଭୀର ହେଉଛି ସ୍ଥିତି। ୧୫୩ ଦେଶକୁ କବଳିତ କରି ସାରିଲାଣି ଘାତକ ଭାଇରସ୍‌। ଚୀନ୍‌ ପରେ ଏବେ ୟୁରୋପରେ ଭୟାନକ ସ୍ଥିତି। ଚିନ୍ତାର କାରଣ ପାଲଟିଛି ଇଟାଲୀ। ଚୀନ୍‌ ଠାରୁ ଅଧିକ ବେଗରେ ବଢୁଛି ଇଟାଲୀର ମୃତ୍ୟୁ ହାର। ଗୋଟିଏ ଦିନରେ ୩୬୮…