Below header

ବିଶ୍ୱରେ ୨୪ ଘଣ୍ଟାରେ ୩୧ ଲକ୍ଷ ୨୫ ହଜାର ସଂକ୍ରମିତ ଚିହ୍ନଟ, ଗୋଟିଏ ଦିନରେ ୭ ହଜାର ୮୫୪ ରୋଗୀ ମୃତ

କେନ୍ୟୁଜ୍(ବ୍ୟୁରୋ): ବିଶ୍ୱରେ କରୋନା ସଂକ୍ରମଣର ସାଂଘାତିକ ରୂପ । ୨୪ ଘଣ୍ଟାରେ ୩୧ ଲକ୍ଷ ୨୫ ହଜାର ସଂକ୍ରମିତ ଚିହ୍ନଟ । ଗୋଟିଏ ଦିନରେ ୭ ହଜାର ୮୫୪ ରୋଗୀ ମୃତ । ଆମେରିକାରେ ବେଲଗାମ କରୋନା । ଗୋଟିଏ ଦିନରେ ୮ ଲକ୍ଷ ୧୪ ହଜାର ୪୯୪ କରୋନା ପଜିଟିଭ କେସ । ପ୍ରାଣ ହରାଇଛନ୍ତି ୨ ହଜାର ୨୬୯ ରୋଗୀ ।

ଫ୍ରାନ୍ସରେ କରୋନା ବ୍ରେକଫେଲ । ୨୪ ଘଣ୍ଟାରେ ୩ ଲକ୍ଷ ୬୧ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫ୍ରାନ୍ସରେ ଗୋଟିଏ ଦିନରେ ୨୪୬ ଜଣଙ୍କ ମୃତ୍ୟୁ । ଇଟାଲୀରେ ୧ଲକ୍ଷ ୯୬ ହଜାର କରୋନା କେସ । ସ୍ପେନରେ ୧ ଲକ୍ଷ ୭୯ ହଜାରରୁ ଅଧିକ ପଜିଟିଭ ଚିହ୍ନଟ । ଆର୍ଜେଣ୍ଟିନାରେ ୧ ଲକ୍ଷ ୩୧ ହଜାର ମାମଲା ସାମନାକୁ ଆସିଛି ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.