Below header
Browsing Tag

world corona cases

ବିଶ୍ୱରେ ୨୪ ଘଣ୍ଟାରେ ୩୧ ଲକ୍ଷ ୨୫ ହଜାର ସଂକ୍ରମିତ ଚିହ୍ନଟ, ଗୋଟିଏ ଦିନରେ ୭ ହଜାର ୮୫୪ ରୋଗୀ ମୃତ

କେନ୍ୟୁଜ୍(ବ୍ୟୁରୋ): ବିଶ୍ୱରେ କରୋନା ସଂକ୍ରମଣର ସାଂଘାତିକ ରୂପ । ୨୪ ଘଣ୍ଟାରେ ୩୧ ଲକ୍ଷ ୨୫ ହଜାର ସଂକ୍ରମିତ ଚିହ୍ନଟ । ଗୋଟିଏ ଦିନରେ ୭ ହଜାର ୮୫୪ ରୋଗୀ ମୃତ । ଆମେରିକାରେ ବେଲଗାମ କରୋନା । ଗୋଟିଏ ଦିନରେ ୮ ଲକ୍ଷ ୧୪ ହଜାର ୪୯୪ କରୋନା ପଜିଟିଭ କେସ । ପ୍ରାଣ ହରାଇଛନ୍ତି ୨ ହଜାର ୨୬୯…

ବିଶ୍ୱରେ ଗତ ୨୪ଘଣ୍ଟାରେ ୧୮ ଲକ୍ଷ ୨୬ ହଜାର ୯୨୪ ସଂକ୍ରମିତ ଚିହ୍ନଟ, ଗଲା ୬ ହଜାର ୪୭୮ ଜୀବନ

ଆମେରିକା: ବିଶ୍ୱରେ କରୋନା କେସ ହୁ ହୁ ବଢ଼ିବାରେ ଲାଗିଛି । ବିଶ୍ୱରେ ଗୋଟିଏ ଦିନରେ ୧୮ ଲକ୍ଷ ୨୬ ହଜାର ୯୨୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୬ ହଜାର ୪୭୮ ମୃତ । ଆମେରିକାରେ ଚିନ୍ତା ବଢ଼ିବାରେ ଲାଗିଛି । ୫ ଲକ୍ଷ ୪୩ ହଜାର ୮୫୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ…

ବିଶ୍ୱରେ କରୋନା ସଂକ୍ରମଣରେ ନୂଆ ରେକର୍ଡ଼, ଗୋଟିଏ ଦିନରେ ୫ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ଥାର୍ଡ କରୋନାର ୱେଭ । ନୂଆ ମାମଲା ରେକର୍ଡ ଭାଙ୍ଗିଛି । ଗତକାଲି ଗୋଟିଏ ଦିନରେ ରେକର୍ଡ ୫ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ବାହାରିଛନ୍ତି ୫ ଲକ୍ଷ ୪୫ ହଜାର ଆକ୍ରାନ୍ତ । ଆମେରିକାରେ ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି ।…

ବିଶ୍ୱରେ ୩୦ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଏଯାଏ ଗଲାଣି ୨ଲକ୍ଷ ୧୧ହଜାର ୪୩୧ଜଣଙ୍କ ଜୀବନ

ନୂଆଦିଲ୍ଲୀ: ବିଶ୍ୱରେ ବଢି ବଢି ଚାଲିଛି ମହାମାରୀ କରୋନା ବିପର୍ଯ୍ୟୟ । ବିଶ୍ୱର ୨୧୦ଟି ଦେଶରେ ଏଯାଏ ୩୦ଲକ୍ଷ ୬୧ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୯ ଲକ୍ଷ ୨୧ହଜାର ଲୋକ ସଂକ୍ରମଣରୁ ସୁସ୍ଥ ହୋଇସାରିଲେଣି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨ଲକ୍ଷ ୧୧ହଜାର ୪୩୧ । ଆମେରିକାରେ ୧୦ ଲକ୍ଷ…