Below header

ବିଶ୍ୱରେ ଗତ ୨୪ଘଣ୍ଟାରେ ୧୮ ଲକ୍ଷ ୨୬ ହଜାର ୯୨୪ ସଂକ୍ରମିତ ଚିହ୍ନଟ, ଗଲା ୬ ହଜାର ୪୭୮ ଜୀବନ

ଆମେରିକା: ବିଶ୍ୱରେ କରୋନା କେସ ହୁ ହୁ ବଢ଼ିବାରେ ଲାଗିଛି । ବିଶ୍ୱରେ ଗୋଟିଏ ଦିନରେ ୧୮ ଲକ୍ଷ ୨୬ ହଜାର ୯୨୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୬ ହଜାର ୪୭୮ ମୃତ । ଆମେରିକାରେ ଚିନ୍ତା ବଢ଼ିବାରେ ଲାଗିଛି ।

୫ ଲକ୍ଷ ୪୩ ହଜାର ୮୫୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ପ୍ରାଣ ହରାଇଛନ୍ତି ୧ହଜାର ୩୨୮ । ଫ୍ରାନ୍ସରେ ଦୈନିକ ସଂକ୍ରମଣରେ ବ୍ରେକ ଲାଗୁନି । ୨ ଲକ୍ଷ ୬ ହଜାରରୁ ଅଧିକ କେସ ସାମନାକୁ ଆସିଛି । ସ୍ପେନ୍‌ରେ ୧ ଲକ୍ଷ ୬୧ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ୟୁକେରେ ୧ ଲକ୍ଷ ୮୯ ହଜାରରୁ ଅଧିକ କରୋନା କେସ୍‌ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.