Below header
Browsing Tag

WORLD CUP HOCKEY

ବିଜୟରୁ ବିଶ୍ୱ କପ୍‌ ଅଭିଯାନ ଆରମ୍ଭ କଲା ଭାରତ, ୨-୦ ରେ ହରାଇଲା ସ୍ପେନକୁ

ଭୁବନେଶ୍ୱର : ଆଜି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରୁ ଭାରତ ବିଶ୍ୱ କପ ହକିରେ ତାର ବିଜୟ ଅଭିଯାନ ଆରମ୍ଭ କରିଛି । ସ୍ପେନ ସହ ପ୍ରଥମ ମ୍ୟାଚରେ ଭାରତ ସ୍ପେନକୁ ୨-୦ ଗୋଲରେ ପରାଜୟ କରିଛି । ଭାରତ ପକ୍ଷରୁ ଅମିତ ରୋହିତ ଦାସ ଖେଳର ୧୩ ମିନିଟରେ ପ୍ରଥମ ଗୋଲ ଦେଇ ଭାରତକୁ ବିଜୟ ଆଡକୁ…

୨୦୨୩ ପୁରୁଷ ବିଶ୍ୱକପ ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ସଙ୍କଳ୍ପ ପତ୍ର ଗୃହରେ ଗୃହୀତ

ଭୁବନେଶ୍ବର: ୨୦୨୩ ପୁରୁଷ ବିଶ୍ୱକପ ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ସଙ୍କଳ୍ପ ପତ୍ର ଗୃହରେ ଗୃହୀତ ହୋଇଛି । ଧନ୍ୟବାଦ ପ୍ରସ୍ତାବ ଆଣିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ପୁରୁଷ ବିଶ୍ୱକପ୍‌ ହକି ପରି ଏକ ମର୍ଯ୍ୟାଦାଜନକ କ୍ରୀଡା ପ୍ରତିଯୋଗିତା ଆୟୋଜନ କରିବା ଯେକୌଣସି…