Browsing Tag

world match

ବର୍ଷା ସାଜିଲା ବାଧକ, ନଟିଂହାମ୍‌ରେ ଭାରତ – ନ୍ୟୁଜିଲାଣ୍ଡ ମ୍ୟାଚ୍ ବାତିଲ

ବର୍ଷା ସାଜିଲା ବାଧକ । ନଟିଂହାମ୍‌ରେ ଭାରତ- ନ୍ୟୁଜିଲାଣ୍ଡ ମ୍ୟାଚ ବାତିଲ । ଖରାପ ପାଗ ଯୋଗୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଫଳରେ ଉଭୟ ଦଳକୁ ୧-୧ ପଏଣ୍ଟ ମଳିଛିି । ଆଜି ମ୍ୟାଚ ପୂର୍ବରୁ ବର୍ଷା ଜାରି ରହିଥିଲା । ଏପରିକି ଟସ୍‌ ବି ପଡିନଥିଲା । ନଟିଂହାମ୍‌ରେ ବର୍ଷା ଯୋଗୁଁ ପିଚ୍‌କୁ ଘୋଡ଼ାଇ…