ଭାବି ସ୍ତ୍ରୀଙ୍କୁ ପ୍ରଭାବିତ କରିବା ପାଇଁ ୨୧୮ ଟନ୍ ଓଜନର ଟ୍ରେନ୍ ଟାଣିଲେ ରୁଷର ଏହି ବ୍ୟକ୍ତି, କଲେ ବିଶ୍ୱ ରେକର୍ଡ
ରୁଷର ୩୪ ବର୍ଷୀୟ ଇବାନ୍ ସୌକିନ୍ ନାମକ ବ୍ୟକ୍ତି ୨୧୮ ଟନ୍ ଓଜନର ଟ୍ରେନ୍ ଟାଣି ବିଶ୍ୱ ରେକର୍ଡ କରିଛନ୍ତି। ସେ ଏହି ଟ୍ରେନ୍ ଭ୍ଲାଦିଭୋଷ୍ଟୋକ୍ ସହରରେ ଟାଣିଛନ୍ତି। ରୁଷରେ ‘ହ୍ୟୁମାନ୍ ମାଉଣ୍ଟେନ୍’ ନାଁରେ ଚର୍ଚ୍ଚିତ ଇବାନ୍ କହିଛନ୍ତି, ସେ ଏହି ସଫଳତା ପାଇବା ପାଇଁ ଗତ ୫ ବର୍ଷ ହେବ…