ଏବେଠୁ ଚର୍ମରେ କୁଞ୍ଚନ ଆସିଲାଣି କି? ତ ଏହି ସୁପରଫୁଡ୍ସ ଖାଇ ଚେହେରାକୁ କରନ୍ତୁ ଯୁବା
ବୟସ ବଢ଼ିବା ସହିତ ଚେହେରାରେ କୁଞ୍ଚନ ଆସିବା ସାଧାରଣ କଥା। କିନ୍ତୁ ଅନେକ ବାର ସମୟ ପୂର୍ବରୁ ଏଭଳି ଏଜିଙ୍ଗ୍ ସାଇନ ବା ବୟସାଧିକ ଚିହ୍ନ ଦେଖା ଯିବାକୁ ଲାଗିଥାଏ, ଯଦ୍ଦ୍ଵାରା ଆମେ ଲଜ୍ଜା ଅନୁଭବ କରିବା ସହିତ ଲୋ କନ୍ଫିଡେନ୍ସର ସାମ୍ନା କରିଥାଉ। ସାଧାରଣତଃ ଖରାପ ଲାଇଫ୍ଷ୍ଟାଇଲ ଏବଂ…