Below header
Browsing Tag

XIMB seal

ରାଜଧାନୀରେ ପୁଣି କରୋନା ଆତଙ୍କ: ୨୩ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ପରେ XIMBକୁ ସିଲ୍ କଲା BMC

ଭୁବନେଶ୍ବର: ରାଜଧାନୀରେ ପୁଣି କରୋନା ଆତଙ୍କ। XIMBର ୨୩ ଛାତ୍ରଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ। ପଜିଟିଭ୍‌ ଚିହ୍ନଟ ପରେ XIMBକୁ ସିଲ୍‌ କରିଛି ବିଏମ୍‌ସି। XIMBକୁ ପ୍ରବେଶ ଓ ପ୍ରସ୍ଥାନ ବନ୍ଦ ରଖାଯାଇଛି। Covid Returns To Bhubaneswar: XIMB sealed due to "detection of a…