ୟୁପି: ଯମୁନା ଏକ୍ସପ୍ରେସ୍ ୱେରେ ଯୁବକଙ୍କ ମୃତଦେହକୁ ୧୦ କିମି ଘୋଷାଡ଼ି ନେଲା କାର୍; ପୋଲିସ ଜବତ କଲା ଖଣ୍ଡବିଖଣ୍ଡିତ…
ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାରେ ଦିଲ୍ଲୀ କଂଝାଓ୍ଵଲା ଭଳି ଘଟଣା ସାମ୍ନାକୁ ଆସିଛି। ଯମୁନା ଏକ୍ସପ୍ରେସ୍ ୱେରେ ଏକ ସ୍ୱିଫ୍ଟ କାର୍ ଜଣେ ଯୁବକଙ୍କ ମୃତଦେହକୁ ପାଖାପାଖି ୧୦ କିଲୋମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଛି। ମାଣ୍ଟ ଟୋଲ ପ୍ଲାଜାରେ ଗାଡ଼ି ଅଟକିବାରୁ ସିକ୍ୟୁରିଟି ଗାର୍ଡ ପ୍ରଥମେ ଏହି…