ଭାରତରେ ଖୁବ୍ ଶୀଘ୍ର ଲଞ୍ଚ ହୋଇପାରେ ୟେଜଦୀ ବାଇକ୍, ଟ୍ଵିଟର ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟ ହେଲା ଆକ୍ଟିଭ
ଭାରତୀୟ ବଜାରରେ ମହିନ୍ଦ୍ରା ଜାଓ୍ଵାର ସଫଳତା ପରେ କମ୍ପାନୀ ଏବେ ୟେଜଦୀ ବ୍ରାଣ୍ଡ୍ ପୁଣି ଥରେ ପ୍ରବେଶ କରିବାକୁ ଯୋଜନା ରଖିଛି। ଏହାସହିତ ୟେଜଦୀ ବ୍ରାଣ୍ଡର ୱେବସାଇଟକୁ ଆକ୍ଟିଭ କରି ଦିଆଯାଇଛି। ଏଠାରେ ବାଇକର ସମସ୍ତ ମଡେଲ ଏବଂ ବିବରଣୀ ରହି। କିନ୍ତୁ ମୋଟର ସାଇକେଲ ଭାରତୀୟ ବଜାରରେ କେବେ…