ପୂର୍ବ ଶତ୍ରୁତା, ଯୁବକଙ୍କୁ ଗଛରେ ବାନ୍ଧି ପିଟିପିଟି ହତ୍ୟା କଲେ ଦୁର୍ବୃତ୍ତ
ମାର୍ଶାଘାଇ : ଯୁବକଙ୍କୁ ପିଟିପିଟି ହତ୍ୟା କଲେ ଦୁର୍ବୃତ୍ତ । କେନ୍ଦ୍ରାପଡା ସଦର ଥୋନା ଗରାପୁର ଗାଁରେ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଛରେ ବାନ୍ଧି ପିଟିପିଟି ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ମୃତକ ହେଲେ ରାମଚନ୍ଦ୍ର ମଲ୍ଲିକ।
ସୂଚନା…