ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟି ମାରିଥିବା ଅଭିଯୋଗ, ଦୋଷୀକୁ ଉଚିତ ଦଣ୍ଡ ଦେବାକୁ ଅନୁରୋଧ କଲେ ସ୍ଥାନୀୟ ଲୋକେ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରେ ନିଶା ନିବାରଣ କେନ୍ଦ୍ରରେ ପିଟି ମାରିଥିବା ଅଭିଯୋଗ । ମୃତ ଯୁବକ ଜଣକ ହେଲେ ରାଜୀବ ଶ୍ରୀ ଚନ୍ଦନ, ବୟସ ୩୮। ଘର ଡୁମଡୁମାଫେଜ ୨ । ଗତ ୨୪ ତାରିଖରେ କୋଳଥିଆର ଏକ ନିଶା ନିବାରଣ କେନ୍ଦ୍ରରେ ଆଡ଼ମିଟ ହୋଇଥିଲେ । ଖଣ୍ଡଗିରି ଥାନରେ ଏ ନେଇ ଅଭିଯୋଗ । ରାଜୀବ ଟ୍ରେଜରୀରେ ଚାକିରି କରୁଥିଲେ । ଘଟଣାର ତଦନ୍ତ କରି ଦୋଷୀକୁ ଦଣ୍ଡ ଦେବାକୁ ଅନୁରୋଧ କଲେ ସ୍ଥାନୀୟ ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.