Below header
Browsing Tag

youth died

ବାରାଣସୀ: ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ହେଲା ବ୍ରେନ୍‌ ଷ୍ଟ୍ରୋକ୍‌, ୩୨ ବର୍ଷୀୟ ଯୁବକ ମୃତ

ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ଯୁବକଙ୍କ ମୃତ୍ୟୁ । ଘଟଣା ଘଟିଛି ଉତ୍ତର ପ୍ରଦେଶ ବାରାଣସୀର ଏକ ଜିମ୍‌ରେ । ଏଠାରେ ସିଦ୍ଧଗିରି ଅଞ୍ଚଳରେ ଥିବା ଏକ ଜିମ୍‌ରେ ବ୍ୟାୟାମ କରୁଥିଲେ ଜଣେ ୩୨ ବର୍ଷୀୟ ଯୁବକ । ହେଲେ ଏହି ସମୟରେ ହଠାତ୍‌ ତାଙ୍କ ମୁଣ୍ଡରେ ଯନ୍ତ୍ରଣା ହେବାରୁ ସେ ତଳେ ପଡ଼ିଯାଇଥିଲେ…

ପୁଣି ମୁକୁଳା ଡ୍ରେନ୍ ନେଲା ଜୀବନ, ନାଳରେ ପଡ଼ି ଯୁବକ ମୃତ

କଟକ (କେନ୍ୟୁଜ): ପୁଣି ଜୀବନ ନେଲା ମୁକୁଳା ଡ୍ରେନ୍ । ନାଳରେ ପଡ଼ି ଯୁବକ ମୃତ । କଟକ ନୂଆ ବଜାର ଅଞ୍ଚଳରେ ଘଟିଛି ଏହି ଘଟଣା । ମୃତକଙ୍କ ପରିଚୟ ମିଳିପାରିନାହିଁ। ମୃତ ଯୁବକ ଜଣଙ୍କ ରାଜମିସ୍ତ୍ରୀ କାମ କରୁଥିଲେ ବୋଲି ଜଣାଯାଇଛି। ତାଙ୍କ ଘର ଯାଜପୁର ଅଞ୍ଚଳରେ। ଘଟଣା ସ୍ଥଳରେ ପୋଲିସ…

ଟ୍ରକ ଧକ୍କାରେ ଯୁବକଙ୍କ ମୃତ୍ୟୁ, ଘଟଣା ସ୍ଥଳରେ ଟାୟାର ଜାଳି ରାସ୍ତା ଅବରୋଧ କଲେ ଗ୍ରାମବାସୀ

ବାସୁଦେବପୁର (କେନ୍ୟୁଜ): ଭଦ୍ରକ ଜିଲ୍ଲା ବାସୁଦେବପୁର ଧାମରା ରାସ୍ତାର ପାରାପୋଖରୀ ରାଇସ ମିଲ ନିକଟରେ ଦୁର୍ଘଟଣା । ଆଜି ଭୋର ସମୟରେ ଏକ ଟ୍ରକ ଧକ୍କାରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ପାରାପୋଖରୀ ଗ୍ରାମର ବାପି ମାହୁନ୍ତ ବୋଲି । ଘଟଣାସ୍ଥଳରେ ଗ୍ରାମବାସୀ ଓ…

ପୁଣି ଜୀବନ ନେଲା ହୃଦ୍‌ଘାତ, ଗର୍‌ବା ଅଭ୍ୟାସ କରୁଥିବା ବେଳେ ୧୯ ବର୍ଷୀୟ ଯୁବକଙ୍କ ମୃତ୍ୟୁ

ଆଜିକାଲି ସ୍ୱଳ୍ପ ବୟସର ଅନେକ ଲୋକଙ୍କ ଜୀବନ ହୃଦ୍‌ଘାତରେ ଚାଲିଯାଉଛି। କେତେବେଳେ ଜିମ୍‌ରେ ଓ୍ଵାର୍କଆଉଟ୍‌ କରୁଥିବାବେଳେ ତ କେତେବେଳେ ଡ୍ୟାନ୍ସ କରୁଥିବା ବେଳେ ହଠାତ୍‌ ଆସୁଛି ହୃଦ୍‌ଘାତ। ଆଉ ସେହିଠାରେ ହିଁ ଟଳିପଡ଼ି ପ୍ରାଣବାୟୁ ଉଡ଼ିଯାଉଛି। ଏବେ ଗୁଜରାଟର ଜାମନଗରରୁ ମଧ୍ୟ ସମାନ ଘଟଣା…

ଗାଧୋଇବା ପାଇଁ ଯାଇଥିବା ବେଳେ ମହେନ୍ଦ୍ରତନୟା ନଦୀରେ ବୁଡ଼ି ଯୁବକ ମୃତ

ଗଜପତି(କେ ନ୍ୟୁଜ): ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ମାଛମରା ଗ୍ରାମ ନିକଟସ୍ଥ ମହେନ୍ଦ୍ରତନୟା ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ନାମ ବି ବାଲାକ୍ରିଷ୍ଣା ଜଣାଯାଇଛି । ତାଙ୍କ ବୟସ ୧୮ ବର୍ଷ ହେବ । ସୂତ୍ରରୁ ତାଙ୍କ ଘର ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲା…

ଅଜଣା ଗାଡି ଧକ୍କାରେ ଚାଲିଗଲା ମାନସିକ ବିକୃତ ଥିବା ଯୁବକଙ୍କ ଜୀବନ

ମୋହନା(କେନ୍ଯୁଜ୍): ଗଜପତି ଜ଼ିଲ୍ଲା ଅଡବା ଥାନା ଅନ୍ତର୍ଗତ ଆଶ୍ରୟପୁର ଗ୍ରାମ ନିକଟରେ ବ୍ରହ୍ମପୁର-ରାୟଗଡା ରାଜ୍ୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ସେହି ଗ୍ରାମର ସାମୁଏଲ ଶବର। ସୂଚନା ଅନୁଯାୟୀ ମୃତ ଯୁବକ…