Browsing Tag

youtube premium lite

YouTube Premium ର ଲାଇଟ୍‌ ଭର୍ସନର ଟେଷ୍ଟିଂ ଆରମ୍ଭ, ପ୍ଲାନ୍‌ ହୋଇଯିବ ଆହୁରି ଶସ୍ତା

ନର୍ମାଲ ୟୁଟ୍ୟୁବ୍‌ରେ ଅନେକ ବିଜ୍ଞାପନ ଦେଖିବାକୁ ମିଳେ। ଏଣୁ କିଛି ଲୋକ ପଇସା ଦେଇ ୟୁଟ୍ୟୁବ୍‌ ପ୍ରିମିୟମ୍‌ର ସବ୍‌ସ୍କ୍ରିପସନ୍‌ ନେଇଥାନ୍ତି। ମାତ୍ର ୟୁଟ୍ୟୁବ୍‌ ପ୍ରିମିୟମ୍‌ ଶସ୍ତା ହୋଇନଥିବାରୁ ଅଧିକାଂଶ ଲୋକ ନର୍ମାଲ ୟୁଟ୍ୟୁବ୍‌ ବ୍ୟବହାର କରିଥାନ୍ତି। କିନ୍ତୁ ଏବେ ଏଥିରେ କିଛି…