Browsing Tag

zoya khan

ଭାରତର ପ୍ରଥମ ଟ୍ରାନ୍ସଜେଣ୍ଡର ଅପରେଟର ହେଲେ ଜୋୟା ଖାନ୍‌, ଟ୍ଵିଟ୍‌ କରି ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ

ଟ୍ରାନ୍ସଜେଣ୍ଡର ବା କିନ୍ନରମାନଙ୍କୁ ସୁପ୍ରିମ୍‌କୋର୍ଟ ତୃତୀୟ ଲିଙ୍ଗର ମାନ୍ୟତା ଦେଇଥିଲେ ମଧ୍ୟ ଆଜିଯାଏଁ ସମାଜ ସେମାନଙ୍କୁ ଗ୍ରହଣ କରିପାରିନାହିଁ। ଏବେ ବି ଲୋକମାନେ ଏମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖିଥାନ୍ତି। ମାତ୍ର ସମାଜରେ କେତେକ ଏଭଳି ତୃତୀୟ ଲିଙ୍ଗ ବ୍ୟକ୍ତିବିଶେଷ ଅଛନ୍ତି ଯେଉଁମାନେ…