ମାନସିକ ଚିନ୍ତା ଦୂର କରିବାକୁ ପୋଲିସ କର୍ମୀ କଲେ ଜୁମ୍ବା, ଆପଣ ବି ଦେଖନ୍ତୁ ଭାଇରାଲ ଭିଡିଓ
ଡ୍ୟୁଟି ବେଳେ ପୋଲିସ ମାନେ ଅତ୍ୟଧିକ ଚିନ୍ତାରେ ରହିଥାନ୍ତି। କିନ୍ତୁ ଆମେ ସେମାନଙ୍କ ପ୍ରକୃତ ସମସ୍ୟାକୁ ଏତେଟା ହୃଦୟଙ୍ଗମ କରିପାରିନଥାଉ, ଏଣୁ ଭାବୁ ଯେ ସେମାନେ ନିଜ ଦାୟିତ୍ୱ ତୁଲାଉଛନ୍ତି। ମାତ୍ର ଅଧିକ ଚିନ୍ତାରେ ରହିବା କାରଣରୁ ପୋଲିସମାନେ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି। ଏଣୁ…