ଫେଷ୍ଟିଭ୍‌ ସେଲ୍‌ : ଏହି ସବୁ ସ୍ମାର୍ଟୱାଚରେ ମିଳୁଛି ଭାରି ଡିସକାଉଣ୍ଟ, ରହିଛି ଦମଦାର ଫିଚର୍ସ

ଆପଣଙ୍କ ମଧ୍ୟରୁ ଅନେକ ନିଜ ପାଇଁ ନୂଆ ଇଲେକ୍ଟ୍ରୋନିକ୍ସ ଜିନିଷ କିଣିବାକୁ ନିଶ୍ଚିତ ପ୍ଲାନ କରୁଥିବେ, ତେବେ ଏଇଟା ହେଉଛି ଠିକ୍‌ ସମୟ । ଯଦି ଆପଣ କମ ଦାମରେ ବ୍ଲୁଟୁଥ୍ କଲିଂ ସ୍ମାର୍ଟୱାଚ୍ କିଣିବାକୁ ଚାହୁଁଛନ୍ତି, ତେବେ ଫ୍ଲିପକାର୍ଟର ଫେଷ୍ଟିଭ ସିଜନ ସେଲ୍‌ ଆପଣଙ୍କ ପାଇଁ ବେଷ୍ଟ ହେବ ।

ଦୀପାବଳି ପାଇଁ ବିଭିନ୍ନ ଇ-କମର୍ସ ସାଇଟରେ ଅଫର ଦିଆଯାଉଛି । ଏନେଇ ଲୋକମାନେ ପ୍ରସ୍ତୁତ ହୋଇଯାଇଛନ୍ତି । ତେବେ ଫେଷ୍ଟିଭ ସିଜନ ଆରମ୍ଭ ହେଲେ ଇ-କମର୍ସ ସାଇଟ ଗୁଡ଼ିକରେ ବିଭିନ୍ନ ଗ୍ୟାଜେଟ ଉପରେ ଭଲ ଡିସକାଉଣ୍ଟ ଦିଆଯାଏ କାରଣ ଅନେକ ଲୋକ ଏହି ଫେଷ୍ଟିଭ ସିଜନରେ ଜିନିଷ କିଣିବାକୁ ପ୍ରସ୍ତୁତ ହୁଅନ୍ତି । ଆପଣଙ୍କ ମଧ୍ୟରୁ ଅନେକ ନିଜ ପାଇଁ ନୂଆ ଇଲେକ୍ଟ୍ରୋନିକ୍ସ ଜିନିଷ କିଣିବାକୁ ନିଶ୍ଚିତ ପ୍ଲାନ କରୁଥିବେ, ତେବେ ଏଇଟା ହେଉଛି ଠିକ୍‌ ସମୟ । ଯଦି ଆପଣ କମ ଦାମରେ ବ୍ଲୁଟୁଥ୍ କଲିଂ ସ୍ମାର୍ଟୱାଚ୍ କିଣିବାକୁ ଚାହୁଁଛନ୍ତି, ତେବେ ଫ୍ଲିପକାର୍ଟର ଫେଷ୍ଟିଭ ସିଜନ ସେଲ୍‌ ଆପଣଙ୍କ ପାଇଁ ବେଷ୍ଟ ହେବ । ଏହି ସ୍ମାର୍ଟ ୱାଚଗୁଡିକରେ ଆପଣ ଅନେକ ଭଲ ଫିଚର୍ସ ପାଇବେ, ଯେଉଁଥିରେ ଆପଣ SpO2, ବ୍ଲଡ୍ ଅକ୍ସିଜେନ ମିଟର, ସ୍ପୋର୍ଟସ୍ ମୋଡ୍, ସ୍ଲିପିଂ ମନିଟର, ଡିପ୍‌ ସ୍ଲିପ୍‌ ମନିଟର, ଡେଲି ବର୍ନ କ୍ୟାଲୋରୀ ମିଟର ସହିତ ଆହୁରି ଅନେକ ଫିଚର ପାଇବେ ।

boAt Storm call :
boAt ଷ୍ଟର୍ମ କଲ୍ ସ୍ମାର୍ଟ ୱାଚକୁ ଆପଣ ମାତ୍ର ୧,୭୯୯ ଟଙ୍କାରେ କିଣି ପାରିବେ । ଏଥିରେ ୧.୬ ଇଞ୍ଚର HD ଡିସପ୍ଲେ, BT କଲିଂ, ୫୫୦ ନିଟ୍ସ ବ୍ରାଇଟନେସ୍‌, ୧୫୦ରୁ ଅଧିକ ୱାଚ ଫେସ୍‌, ହେଲ୍ଥ ମନିଟରିଂ ଫିଚର୍ସ ଏବଂ ଓ୍ଵାଟର ରେସିଷ୍ଟେନ୍ସ ପାଇଁ IP68 ସାର୍ଟିଫିକେସନର ସୁବିଧା ରହିଛି । ଏହି ସ୍ମାର୍ଟ ୱାଚରେ ଆପଣ ଅନେକ ଦମଦାର ଫିଚର୍ସ ପାଇବେ, ଯେଉଁଥିରେ ଆପଣଙ୍କୁ SpO2, ବ୍ଲଡ୍ ଅକ୍ସିଜେନ୍‌ ମିଟର, ସ୍ପୋର୍ଟସ୍ ମୋଡ୍, ସ୍ଲିପିଂ ମନିଟର, ଡିପ୍‌ ସ୍ଲିପ୍‌ ମନିଟର, ଡେଲି ବର୍ନ କ୍ୟାଲୋରୀ ମିଟର ଏବଂ ଅନ୍ୟାନ୍ୟ ଫିଚର୍ସ ପାଇବେ ।

Fire-Boltt Commando:
Fire-Boltt Commandoର ଦାମ୍‌ ମାତ୍ର ୧,୯୯୯ ଟଙ୍କା ରହିଛି । ଏଥିରେ ୧.୯୫ ଇଞ୍ଚର AMOLED ଡିସପ୍ଲେ, BT କଲିଂ, ୧୨୦ରୁ ଅଧିକ ସ୍ପୋର୍ଟସ୍ ମୋଡ୍, ହେଲ୍ଥ ମନିଟରିଂ ଫିଚର ଏବଂ ଫୁଲ୍‌ ଚାର୍ଜରେ ସାତ ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ ଦିଆଯାଇଛି । ଏହି ସ୍ମାର୍ଟ ୱାଚ୍ ରେ ଆପଣ ଅନେକ ଦମଦାର ଫିଚର ପାଇବେ, ଯେଉଁଥିରେ ଆପଣ SpO2, ବ୍ଲଡ୍ ଅକ୍ସିଜେନ୍‌ ମିଟର, ସ୍ପୋର୍ଟସ୍ ମୋଡ୍, ସ୍ଲିପିଂ ମନିଟର, ଡିପ୍‌ ସ୍ଲିପ୍‌ ମନିଟର, ଡେଳି ବର୍ନ କ୍ୟାଲୋରୀ ମିଟର ସହିତ ଆହୁରି ଦମଦାର ଫିଚର ରହିଛି ।

Noise Force Plus
ଏହି ସ୍ମାର୍ଟ ୱାଚକୁ ଆପଣ ମାତ୍ର ୨,୧୯୯ ଟଙ୍କାରେ କିଣି ପାରିବେ । ଏଥିରେ ୧.୪୬ ଇଞ୍ଚର AMOLED ଡିସପ୍ଲେ, BT କଲିଂ, ୧୨୦ରୁ ଅଧିକ ସ୍ପୋର୍ଟସ୍ ମୋଡ୍, ହେଲ୍ଥ ମନିଟରିଂ ଫିଚର ଏବଂ ଫୁଲ ଚାର୍ଜରେ ସାତ ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ ଦିଆଯାଇଛି । ଏହି ସ୍ମାର୍ଟ ୱାଚ୍ ରେ ଆପଣ ଅନେକ ଭଲ ଫିଚର୍ସ ପାଇବେ, ଯେଉଁଥିରେ ଆପଣ SpO2, ବ୍ଲଡ୍ ଅକ୍ସିଜେନ ମିଟର, ସ୍ପୋର୍ଟସ୍ ମୋଡ୍, ସ୍ଲିପିଂ ମନିଟର, ଡିପ୍‌ ସ୍ଲିପ୍‌ ମନିଟର, ଡେଳି ବର୍ନ କ୍ୟାଲୋରୀ ମିଟର ସହିତ ଅଧିକ ଫିଚର୍ସ ରହିଛି ।

Noise Vision 3
ଫ୍ଲିପକାର୍ଟରେ Noise Vision 3 ସ୍ମାର୍ଟ ୱାଚ ୨,୭୯୯ ଟଙ୍କାରେ ମିଳୁଛି । ଏଥିରେ ୧.୯୬ ଇଞ୍ଚର AMOLED ଡିସପ୍ଲେ, BT କଲିଂ, ହେଲ୍ଥ ମନିଟରିଂ ଫିଚର ଏବଂ ଫୁଲ ଚାର୍ଜରେ ସାତ ଦିନ ପର୍ଯ୍ୟନ୍ତ ବ୍ୟାଟେରୀ ଲାଇଫ ଦିଆଯାଇଛି । ଏହି ସ୍ମାର୍ଟ ୱାଚ୍ ଜେସ୍ଚର କଣ୍ଟ୍ରୋଲ ଏବଂ ଭଏସ୍ କଣ୍ଟ୍ରୋଲକୁ ସପୋର୍ଟ କରେ । ଏହି ସ୍ମାର୍ଟ ୱାଚରେ ଆପଣ ଦମଦାର ଫିଚର୍ସ ପାଇବେ, ଯେଉଁଥିରେ ଆପଣ SpO2, ବ୍ଲଡ୍ ଅକ୍ସିଜେନ ମିଟର, ସ୍ପୋର୍ଟସ୍ ମୋଡ୍, ସ୍ଲିପିଂ ମନିଟର, ଡିପ୍‌ ସ୍ଲିପ୍‌ ମନିଟର, ଡେଲି ବର୍ନ କ୍ୟାଲୋରୀ ମିଟର ଏବଂ ଆହୁରି ଅନେକ ଫିଚର ପାଇ ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.