ଅଜଣା ଭାଷାକୁ ଏପରି କରନ୍ତୁ ନିଜ ଭାଷାରେ ଟ୍ରାନ୍ସଲେଟ
ଆଜି ଆମେ ଆପଣଙ୍କୁ ଏପରି ଏକ ଟ୍ରିକ ସମ୍ପର୍କରେ କହିବୁ। ଯେଉଁଥିରେ ଅନ୍ୟ ରାଜ୍ୟ କିମ୍ବା ଅନ୍ୟ ଦେଶର ଭାଷାକୁ ଆପଣ ସହଜରେ ନିଜ ଭାଷାରେ ଟ୍ରାନ୍ସଲେଟ କରି କଥା ହୋଇପାରିବେ। ହ୍ଵାଟସଆପ୍ ୟୁଜର ଜାଣି ରଖନ୍ତୁ, ଏବେ ଆପଣ ଅଜଣା ଭାଷାକୁ ନିଜ ଭାଷାରେ ଟ୍ରାନ୍ସଲେଟ କରି ହୋଇପାରିବେ କଥା
ଆଜି ଆମେ ଆପଣଙ୍କୁ ଏପରି ଏକ ଟ୍ରିକ ସମ୍ପର୍କରେ କହିବୁ। ଯେଉଁଥିରେ ଅନ୍ୟ ରାଜ୍ୟ କିମ୍ବା ଅନ୍ୟ ଦେଶର ଭାଷାକୁ ଆପଣ ସହଜରେ ନିଜ ଭାଷାରେ ଟ୍ରାନ୍ସଲେଟ କରି କଥା ହୋଇପାରିବେ। ହ୍ଵାଟସଆପ ର ଏହି ଟ୍ରିକ ସବୁଠୁ ବଡ଼ ଫାଇଦା ଦେବ। ଯଦି ଆପଣ ହ୍ଵାଟସଆପ୍ ବ୍ୟବହାର କରୁଛନ୍ତି କିନ୍ତୁ ଏହି ଟ୍ରିକ ବିଷୟରେ ଜାଣି ନାହାନ୍ତି ତେବେ ନିହାତି ଏହି ଭିଡିଓ ଦେଖନ୍ତୁ..
ହ୍ଵାଟସଆପ୍ ସାରା ଦୁନିଆର ଏକ ଲୋକପ୍ରିୟ ଚାଟିଂ ଆପ୍। ଏଥିରେ କୋଟିଏରୁ ଅଧିକ ୟୁଜର୍ସ ଅଛନ୍ତି। ତେବେ ହ୍ଵାଟସଆପ୍ ରେ ଅନେକ ହିଡ଼େନ ଫିଚର୍ସ ରହିଛି। କିନ୍ତୁ ଅନେକ ଥର ଏହାର ସୂଚନା ସମସ୍ତଙ୍କୁ ନଥାଏ। ଏମିତି ଏକ ଫିଚ ର୍ସ ରହିଛି ଟ୍ରାନ୍ସଲେସନ ର.. ଯଦି ଆପଣଙ୍କୁ କୌଣସି ଭାଷା ବୁୁଝାପଡ଼ୁନି ତେବେ ସମସ୍ୟା ହୋଇଯାଏ। ଏମିତିରେ କଥା ହେବା କଷ୍ଟ ହୋଇଥାଏ । କିନ୍ତୁ ଏହି ହିଡ଼େନ ଫିଚର୍ସ ସାହାଯ୍ୟରେ ଆପଣ ଯେକୌଣସି ଭାଷାର ମେସେଜ କୁ ନିଜ ଭାଷାରେ ଟ୍ରାନ୍ସଲେଟ କରିପାରିବେ।
WhatsApp ସାରା ବିଶ୍ୱରେ ସବୁଠୁ ଅଧିକ ବ୍ୟବହାର କରାଯାଉଥିବା ଇଷ୍ଟାଣ୍ଚ ମେସେଜିଂ ଆପ୍ । କୋଟି କୋଟି ଲୋକ ହ୍ୱାଟ୍ସଆପ୍ ମାଧ୍ୟମରେ ନିଜର ବନ୍ଧୁ ଓ ପରିଚିତଙ୍କ ସହ କଥା ହୁଅନ୍ତି। ଅଧିକାଂଶ ଲୋକ ଇଂରାଜି କିମ୍ବା ହିନ୍ଦରରେ କଥା ହୋଇଥାନ୍ତି। ଆପଣ ଏହି ଆପ୍ ରେ ଅନ୍ୟ ଭାଷାରେ ମଧ୍ୟ କଥା ହୋଇପାରିବେ। ବଡ଼ ସହଜରେ ଆପଣ ଏହି କାମ କରିପାରିବେ। ଏମିତିରେ ଜରୁରୀ ନୁହେଁ ଯେ ଆପଣଙ୍କୁ ଅନ୍ୟ ଭାଷାର କିଛି ଜ୍ଞାନ ଥିବା ଆବଶ୍ୟକ, ବରଂ ଆପଣ ଏହାକୁ ନିଜ ଭାଷାରେ କନଭର୍ଟ ବା ଟ୍ରାନ୍ସଲେଟ କରିପାରିବେ।
ଆଜି ଆମେ ଆପଣଙ୍କୁ ଏପରି ଏକ ଟ୍ରିକ ସମ୍ପର୍କରେ କହିବୁ। ଯେଉଁଥିରେ ଅନ୍ୟ ରାଜ୍ୟ କିମ୍ବା ଅନ୍ୟ ଦେଶର ଭାଷାକୁ ଆପଣ ବୁଝି କଥା ହୋଇପାରିବେ। ହ୍ଵାଟସଆପ ର ଏହି ଟ୍ରିକ ସବୁଠୁ ବଡ଼ ଫାଇଦା ଦିଏ। ହ୍ଵାଟସଆପ୍ ର ଇନାବିଲ୍ଟଟ୍ରାନ୍ସଲେସନ ଫିଚର ଏମିତି କଣ୍ଡିସନରେ ବହୁତ ସାହାଯ୍ୟ କରିବ। ଆପଣଙ୍କୁ ଜାଣି ରଖନ୍ତୁ ଯେ ଆଇଫୋନ ୟୁଜର୍ସ ଙ୍କୁ ପାଖାପାଖି ୪୦ ଭାଷାର ସପୋର୍ଟ ମିଳୁଛି। ଯେବେକି ଆଣ୍ଡ୍ରଏଡ ୟୁଜର୍ସଙ୍କୁ ପାଖାପାଖି ୭୦ ଭାଷାର ସପୋର୍ଟ ମିଳେ।
ଏମିତି କରନ୍ତୁ ଟ୍ରାନ୍ସଲେଟ:
-ଯାହାର ଭାଷାକୁ ଚେଞ୍ଜ କରିବାର ଥିବ ପ୍ରଥମେ ତାର ଚାର୍ଟ କୁ ଯାଅନ୍ତୁ।
-ଏବେ ଚାର୍ଟ ବକ୍ସରେ ନିଜ ମେସେଜକୁ ଲେଖନ୍ତୁ।
-ଏବେ ପୁରା ମେସେଜକୁ ସିଲେକ୍ଟ କରି ଏହାପରେ ପପ୍ ଅପ୍ ଓ୍ଵିଣ୍ଡୋ ଓପନ ହୋଇଯିବ।
-ପପ୍ ଅପ୍ ଓ୍ଵିଣ୍ଡୋରେ ଟ୍ରନ୍ସଲେଟ ର ଅପସନ ଆସିବ। ଏଥିରେ ଆପଣଙ୍କୁ ସିଲେକ୍ଟ କରିବାକୁ ପଡ଼ିବ।
-ଟ୍ରାନ୍ସଲେସନ ଅପସନକୁ ଚୁଜ କରିବା ପରେ ଆପଣଙ୍କ ସାମ୍ନାରେ ଭାଷାର ବିକଳ୍ପ ଆସିବ।
-ଏବେ ଆପଣ ଯେଉଁ ଭାଷାକୁ ଚୁଜ କରିବାକୁ ଚାହୁଛନ୍ତି ତାକୁ ସିଲେକ୍ଟ କରନ୍ତୁ।