Browsing Tag

online on whatsapp

WhatsApp ଆଣୁଛି ନୂଆ Birthday Reminder ଫିଚର୍, ଆଉ ଭୁଲିବେନି କାହାର ଜନ୍ମଦିନ

ଆଜିର ସମୟରେ WhatsApp ସବୁଠାରୁ ପପୁଲାର ମେସେଜିଂ ଆପ୍‌ମାନଙ୍କ ମଧ୍ୟରୁ ଗୋଟିଏ । ଅଫିସ୍ କାମଠାରୁ ଆରମ୍ଭ କରି ବ୍ୟକ୍ତିଗତ କଥାବାର୍ତ୍ତା ପର୍ଯ୍ୟନ୍ତ, ଲୋକମାନେ ବ୍ୟାପକ ଭାବେ ଏହାକୁ ବ୍ୟବହାର କରୁଛନ୍ତି । ଅନେକେ ନିଜର ପ୍ରିୟ ଲୋକଙ୍କ ଜନ୍ମଦିନରେ WhatsApp ଷ୍ଟାଟସ୍ ମଧ୍ୟ ଲଗାନ୍ତି । ଏବେ…

ହ୍ୱାଟ୍ସଆପ୍‌ର ୟୁଜରନେମ୍ ଫିଚରକୁ ନେଇ ସରକାରଙ୍କ କଡ଼ା ନଜର

ହ୍ୱାଟ୍ସଆପର ନୂଆ 'ୟୁଜରନେମ୍' ଫିଚର ଉପରେ ଭାରତ ସରକାରଙ୍କ ନଜର ।  ନୂଆ ଫିଚର ଯୋଗୁ ବଢ଼ିପାରେ କେଳେଙ୍କାରୀ ଓ ଜାଲିଆତି ଆଶଙ୍କା । ହ୍ୱାଟ୍ସଆପରେ ଏବେ ବିନା ଫୋନ ନମ୍ବରରେ କେବଳ ଏକ ସ୍ୱତନ୍ତ୍ର 'ୟୁଜରନେମ୍' ଜରିଆରେ ପରସ୍ପର ସହ ଚାଟ୍ କରିବା ପାଇଁ ମେଟା ପ୍ରସ୍ତୁତି ଚଳାଇଛି ।  ଏହି ଫିଚରକୁ…

WhatsApp ଆଣିଛି ଜବରଦସ୍ତ ଫିଚର୍ସ, କଲିଂ ଏକ୍ସେପେରିୟନ୍ସକୁ କରିବ ଉନ୍ନତ

WhatsApp ୟୁଜର୍ସଙ୍କ ପାଇଁ ଖୁସି ଖବର । WhatsApp ନିଜର ୟୁଜର୍ସ ପାଇଁ ଲଗାତାର ନୂଆ ନୂଆ ଫିଚର୍ସ ଆଣିଥାଏ । ମେଟା ମାଲିକାନାରେ ଥିବା ଏହି ମେସେଜିଂ ଆପ୍ ବର୍ତ୍ତମାନ ଏକ ନଏଜ୍ କ୍ୟାନସଲେସନ୍ ଫିଚର୍ ଉପରେ କାମ କରୁଛି ଯାହା ମାଧ୍ୟମରେ ଭଏସ୍ ଏବଂ ଭିଡିଓ କଲିଂ ଏକ୍ସେପେରିୟନ୍ସ ଆହୁରି ଭଲ ହେବ…

ବଦଳିଯିବ WhatsApp ଚଲାଇବାର ତରିକା, ଏବେ ଆସୁଛି ଏହି ୫ଟି ନୂଆ ଫିଚର୍ସ

ଆଗାମୀ ଦିନରେ WhatsAppରେ ଅନେକ ନୂଆ ଫିଚର୍ସ ଉପଲବ୍ଧ ହେଉଛି । ଯାହା ପ୍ରାଇଭେସି  ଏବଂ ନୂଆ କଣ୍ଟ୍ରୋଲ୍ ପ୍ରଦାନ କରିବ । ଏଥିରେ କଭର ଇମେଜ୍ କଣ୍ଟ୍ରୋଲ୍, ଲିଙ୍କ୍ ପ୍ରିଭ୍ୟୁ ଏବଂ ଷ୍ଟାଟସ୍ ପ୍ରାଇଭେସୀ ଫିଚର୍ସ ଭଳି ନୂଆ ଅପ୍ସନ ସାମିଲ୍ ରହିଛି । WhatsApp ବର୍ତ୍ତମାନ ଏହି…

ହ୍ବାଟସଆପକୁ ଚାଲେଞ୍ଜ ଦେବ ସ୍ବଦେଶୀ ମେସେଜିଂ ଆପ୍ ‘ଅରଟଇ’, ଅଧିକ ଡିଭାଇସକୁ କନେକ୍ଟ ପାଇଁ ରହିଛି ଅପ୍ସନ

ହ୍ବାଟସଆପକୁ ଚାଲେଞ୍ଜ ଦେବ ସ୍ବଦେଶୀ ମେସେଜିଂ ଆପ୍ ଅରଟଇ । ଭାରତୀୟ ସପ୍ଟୱେୟାର କଂପାନୀ ଜୋହୋ ଦ୍ବାରା ପ୍ରସ୍ତୁତ ଏହି ଅରଟଇ ଆପ୍ ଏବେ ସିଧାସଳଖ ହ୍ବାଟସଆପ୍ କୁ ଚାଲେଞ୍ଜ କରିବ । ଅରଟଇ ଆପ୍ ରେ ହ୍ବାଟସ ଆପ ଭଳି ସବୁ ସୁବିଧାସୁଯୋଗ ରହିଛି । ମିଟିଙ୍ଗ, ପକେଟ, ମେନସନ୍ ଭଳି ନୂଆ ଫିଚର ସହ…

ହ୍ୱାଟ୍ସଆପ୍ ଖୁବ୍ ଶୀଘ୍ର ଲଞ୍ଚ କରିବ ଏକ ଜବରଦସ୍ତ ଫିଚର, ଯାହା ସାହାଯ୍ୟରେ ହେବ ମ୍ୟାରେଜ୍ ସାର୍ଟିଫିକେଟ୍

ବିଶ୍ୱର ଅଧିକାଂଶ ସ୍ମାର୍ଟଫୋନ୍ ୟୁଜର୍ସ ଇନଷ୍ଟାଣ୍ଟ ମେସେଜିଂ ପାଇଁ ହ୍ୱାଟ୍ସଆପ୍ ବ୍ୟବହାର କରନ୍ତି । ବର୍ତ୍ତମାନ ପ୍ରାୟ ୩ ବିଲିୟନରୁ ଅଧିକ ଲୋକ ଏହାକୁ ବ୍ୟବହାର କରୁଛନ୍ତି । ହ୍ୱାଟ୍ସଆପ୍ ଏହାର ୟୁଜର୍ସମାନଙ୍କୁ ନୂଆ ଅଭିଜ୍ଞତା ପ୍ରଦାନ କରିବାକୁ ସମୟ ସମୟରେ ନୂଆ ଫିଚର୍ ଆଣିଥାଏ । ଯାହା…

WhatsAppର ନୂଆ ଧମାକା, ଅଟୋମେଟିକ୍ ମିଳିବ ସ୍କାମ୍ ଆଲର୍ଟ

WhatsApp ୟୁଜର୍ସଙ୍କ ପାଇଁ ଆସିଲା ବଡ଼ ଖବର । ୟୁଜର୍ସଙ୍କ ସୁରକ୍ଷା ପାଇଁ ହ୍ୱାଟ୍ସଆପ୍ ଲଗାତାର୍ ନୂଆ ଫିଚର୍ସ ଯୋଡୁଛି । ବର୍ତ୍ତମାନ୍, ହ୍ୱାଟ୍ସଆପ୍ ଏବେ ଗ୍ରୁପ୍ ଚାଟ୍ ପାଇଁ ଏକ ନୂଆ Scam Alert ଫିଚର୍ ଆଣିଛି, ଯାହା ୟୁଜର୍ସଙ୍କୁ ଅନାବଶ୍ୟକ ଏବଂ ସନ୍ଦିଗ୍ଧ ଗ୍ରୁପ୍ ଠାରୁ ସୁରକ୍ଷା ଦେବ ।…

WhatsApp ବି ବନିପାରିବ ଟଙ୍କା ରୋଜଗାରର ମାଧ୍ୟମ, ଜଣାନ୍ତୁ କିପରି

ଆଜିର ଯୁଗରେ ହ୍ୱାଟ୍ସଆପ୍ କେବଳ ଚାଟିଂ କିମ୍ବା ଭିଡିଓ କଲିଂର ଏକ ମାଧ୍ୟମ ନୁହେଁ, ବରଂ ଏହା ଏକ ଏପରି ପ୍ଲାଟଫର୍ମ ପାଲଟିଛି ଯେଉଁଠାରୁ ଆପଣ ପ୍ରତି ମାସରେ ହଜାର ହଜାର ଟଙ୍କା ରୋଜଗାର କରିପାରିବେ । ଯଦି ଆପଣ ଭାବୁଛନ୍ତି ଯେ ହ୍ୱାଟ୍ସଆପ୍ ରେ କେବଳ କଥା ହୋଇପାରିବେ, ତେବେ ଏହା ସମ୍ପୂର୍ଣ୍ଣ…

ଏଲନ୍ ମସ୍କ ଲଞ୍ଚ କରିଛନ୍ତି XChat ଆପ୍, କ’ଣ ବନ୍ଦ ହୋଇଯିବ କି WhatApp!

ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ‘X’ କିଣିବା ପରେ, ଏଲନ୍ ମସ୍କ ଏବେ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ XChat ଆପ୍ ଲଞ୍ଚ କରିଛନ୍ତି । ମସ୍କଙ୍କ ଇନଷ୍ଟାଣ୍ଟ ମେସେଜିଂ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ପରି ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନ୍, ଅଟୋମେଟିକ୍ ଭାବରେ ଡିଲିଟ୍ ହୋଇଥିବା ମେସେଜ ଏବଂ ଫାଇଲ୍…

WhatsApp ରେ ଆସିଲା ଦମଦାର୍ ଫିଚର, ଷ୍ଟାଟସ୍ ହେବ ରିଲ୍ସ ଭଳି

WhatsApp ୟୁଜର୍ସଙ୍କ ପାଇଁ ଆସିଲା ଏକ ବଡ଼ ଖୁସି ଖବର । ଏବେ ଷ୍ଟାଟସ୍ ଅପଡେଟ୍ କେବଳ ଫଟୋ କିମ୍ବା ଟେକ୍ସଟ୍ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ, କାରଣ ହ୍ୱାଟ୍ସଆପ୍ ଏହାର ଷ୍ଟାଟସ୍ ଫିଚରକୁ ଆହୁରି ମଜାଦାର ଏବଂ ଇଣ୍ଟରାକ୍ଟିଭ୍ କରିବା ପାଇଁ ଦୁଇଟି ଚମତ୍କାର ଟୁଲ୍ ଉପସ୍ଥାପନ କରିଛି । ସେହି ଟୁଲ୍…

WhatsApp ୟୁଜର୍ସ ତିଆରି କରିପାରିବେ AI Chatbot, ଆସୁଛି ସବୁଠାରୁ ଦମଦାର୍ ଫିଚର

WhatsApp ହେଉଛି ବିଶ୍ବର ସବୁଠାରୁ ବଡ଼ ଇନଷ୍ଟାଣ୍ଟ ମେସେଜିଂ ପ୍ଲାର୍ଟଫର୍ମ । ସାରା ବିଶ୍ବରେ ୩.୫ ବିଲିୟନରୁ ଅଧିକ ଲୋକ ସେମାନଙ୍କ ସ୍ମାର୍ଟଫୋନରେ ଏହି ଆପ୍ଲିକେସନ୍ ବ୍ୟବହାର କରନ୍ତି । WhatsApp ନିଜର ଲକ୍ଷ ଲକ୍ଷ ୟୁଜର୍ସଙ୍କ ପାଇଁ ସମୟ ସମୟରେ ନୂଆ ଫିଚର୍ ଆଣୁଛି । ଏବେ ଏହି ଇନଷ୍ଟାଣ୍ଟ…

WhatsApp କଲିଂରେ ଆସିଲା ନୂଆ ଦମଦାର ଫିଚର୍ସ, ଜାଣନ୍ତୁ ଡିଟେଲ୍ସ

WhatsApp ହେଉଛି ସମଗ୍ର ବିଶ୍ୱରେ ଅଧିକ ବ୍ୟବହାର କରାଯାଉଥିବା ଇନଷ୍ଟାଣ୍ଟ ମ୍ୟାସେଜିଂ ଆପ୍ । ବିଶ୍ୱରେ ପ୍ରାୟ ୩ ବିଲିୟନରୁ ଅଧିକ ଲୋକ ଏହାକୁ ନିଜ ଫୋନରେ ଚାଟିଂ, କଲିଂ, ଭିଡିଓ କଲ ଏବଂ ଅନ୍ୟାନ୍ୟ ସେବା ପାଇଁ ବ୍ୟବହାର କରନ୍ତି । ଏହାର ଗ୍ରାହକଙ୍କୁ ସୁବିଧା ଦେବା ପାଇଁ ସମୟ ସମୟରେ…