ମାତ୍ର ୨୫,୨୪୯ ଟଙ୍କାରେ କିଣନ୍ତୁ iPhone 12 mini, ଜାଣନ୍ତୁ କେମିତି କିଣିବେ ଏତେ ଶସ୍ତାରେ

ଏବେ ଫ୍ଲିପକାର୍ଟ ବିଗ୍ ସେଭିଙ୍ଗ୍ ଡେଜ୍ ସେଲ୍ ଚାଲୁଛି। ସେଲରେ ଅନେକ ସ୍ମାର୍ଟଫୋନ୍ସକୁ କମ୍ ଦାମରେ ବିକ୍ରି କରାଯାଉଛି। ଏହି ସେଲ ୨୨ ଜାନୁୟାରୀ ପର୍ଯ୍ୟନ୍ତ ଚାଲିବ। ଏହି ସେଲରେ ଆଇଫୋନ୍ ୧୨ ମିନିକୁ ମଧ୍ୟ ବହୁତ ଶସ୍ତାରେ ବିକ୍ରି କରାଯାଉଛି।
Flipkart Big Saving Days ସେଲରେ ଆଇଫୋନ୍ ୧୨ ମିନିକୁ ଡିସକାଉଣ୍ଟ ସହିତ କେବଳ ୪୦,୨୪୯ ଟଙ୍କାରେ ବିକ୍ରି କରାଯାଉଛି। ଏହାକୁ ଆପଣ କେବଳ ୨୫,୨୪୯ ଟଙ୍କାରେ କିଣିପାରିବେ। ଏଥିପାଇଁ ଆପଣଙ୍କୁ ଏକ୍ସଚେଞ୍ଜ ଅଫରର ଫାଇଦା ଉଠାଇବାକୁ ହେବ।
ଆଣ୍ଡ୍ରଏଡ୍ ୟୁଜର୍ସ ଏବଂ ପୁରୁଣା ଆଇଫୋନ ୟୁଜର୍ସଙ୍କ ପାଇଁ ଆଇଫୋନ ୧୨ ମିନି ଏକ ବହୁତ ଭଲ ଅପଗ୍ରେଡ। ୨୫,୨୪୯ ଟଙ୍କାରେ କିଣିବା ଏହା ଉପରେ ନିର୍ଭର କରିଥାଏ ଯେ ଆପଣଙ୍କ ପାଖରେ କେଉଁ ସ୍ମାର୍ଟଫୋନ୍ ରହିଛି। ଏବଂ ଏହାର ଏକ୍ସଚେଞ୍ଜ ଭାଲ୍ୟୁ କେତେ ରହିଛି।
ଆଇଫୋନ୍ ୧୨ ମିନିରେ ଫ୍ଲିପକାର୍ଟ ୧୫,୦୦୦ ଟଙ୍କ ପର୍ଯ୍ୟନ୍ତର ଏକ୍ସଚେଞ୍ଚ ବୋନସ୍ ଦେଉଛି। ଏହି ଦାମ୍ ଆପଣଙ୍କ ଫୋନର ବ୍ରାଣ୍ଡ ଏବଂ ଓ୍ଵାର୍କିଙ୍ଗ କଣ୍ଡିସନ୍ ଉପରେ ମଧ୍ୟ ନିର୍ଭର କରିଥାଏ।
ଏଥିରେ ଆପଣ ଆଣ୍ଡ୍ରଏଡ୍ ଫୋନର ମଧ୍ୟ ଏକ୍ସଚେଞ୍ଜ କରିପାରିବେ। ଯଦି ଆପଣ ପୁରୁଣା ଆଇଫୋନ ୟୁଜ କରୁଛନ୍ତି ତାହେଲେ ଆଇଫୋନ ୧୨ ମିନି ଆପଣଙ୍କ ପାଇଁ ଏକ ବଡ ଅପଗ୍ରେଡ ହେବ। ଏଥିରେ ଆପଣଙ୍କୁ ବେଜଲ-ଲେସ-ଡିଜେଇନ ଏବଂ ବଢ଼ିଆ ଡିସପ୍ଲେ OLED ଏବଂ ଏକ ଫେସ ଆଇଡି ସିଷ୍ଟମ ମିଳିବ।
ଆଇଫୋନ୍ ୧୨ ମିନିର ରିୟରରେ ଡୁଆଲ ରିୟର କ୍ୟାମେରା ସେଟଅପ୍ ଦିଆଯାଇଛି। ଏହି ସ୍ମାର୍ଟଫୋନ Apple A14 ଚିପ ସହିତ ଆସିଥାଏ। ଏଥିରେ ଚାର୍ଜିଙ୍ଗର ମଧ୍ୟ ସପୋର୍ଟ ଦିଆଯାଇଛି।