ହୋଲି ସେଲରେ iPhone 14 ଉପରେ ମିଳୁଛି ବମ୍ପର ଡିସକାଉଣ୍ଟ, ଜଲଦି ଉଠାନ୍ତୁ ଅଫରର ଫାଇଦା

ଯଦି ଆପଣ ଆଇଫୋନ୍‌ ଧରିକାବୁ ଇଚ୍ଛା କରୁଛନ୍ତି ଆଉ କିଣିବାକୁ ପ୍ଲାନ କରୁଛନ୍ତି ତାହେଲେ ଏହି ମଉକା ଖାସ କରି ଆପଣଙ୍କ ପାଇଁ । ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ହୋଲି ସେଲ ଲାଗିଛି ଏବଂ ଏଥିରେ ଆପଣ ବହୁତ କମ୍‌ ଦାମରେ ଆଇଫୋନ୍‌ ୧୪କୁ କିଣିପାରିବେ, ଯାହା ଲାଟେଷ୍ଟ ଆଇଫୋନ୍‌ ।

ହୋଲିରେ କିଣନ୍ତୁ ଆଇଫୋନ୍‌ ୧୪ । ହୋଲି ସେଲରେ ଫ୍ଲିପକାର୍ଟରେ ମିଳୁଛି ଆଇଫୋନ୍‌ ୧୪ ଉପରେ ଭାରି ଡିସକାଉଣ୍ଟ । ଆଉ ବଜେଟ ପାଇଁ ନାହିଁ ଟେନସନ୍‌, ବହୁତ କମ୍‌ ଦାମରେ କିଣନ୍ତୁ ଆଇଫୋନ୍‌ ୧୪ । ତାହେଲେ ଆଉ ଡେରି କାହିଁକି ଶୀଘ୍ର ଉଠାନ୍ତୁ ଅଫରର ଫାଇଦା ।

ଯଦି ଆପଣ ଆଇଫୋନ୍‌ ଧରିକାବୁ ଇଚ୍ଛା କରୁଛନ୍ତି ଆଉ କିଣିବାକୁ ପ୍ଲାନ କରୁଛନ୍ତି ତାହେଲେ ଏହି ମଉକା ଖାସ କରି ଆପଣଙ୍କ ପାଇଁ । ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ହୋଲି ସେଲ ଲାଗିଛି ଏବଂ ଏଥିରେ ଆପଣ ବହୁତ କମ୍‌ ଦାମରେ ଆଇଫୋନ୍‌ ୧୪କୁ କିଣିପାରିବେ, ଯାହା ଲାଟେଷ୍ଟ ଆଇଫୋନ୍‌ ।

ଫ୍ଲିପକାର୍ଟ ହୋଲି ସେଲରେ ଆଇଫୋନ୍‌ ୧୪କୁ ଆପଣ ଡିସକାଉଣ୍ଟ ସହିତ ୪୪,୯୯୯ ଟଙ୍କାରେ କିଣିପାରିବେ । ଟୋଟାଲ ଡିସକାଉଣ୍ଟ ବିଷୟରେ କଥା ହେବା ତ ଏଠାରେ ପ୍ରାୟତଃ ଅରିଜିନାଲ ଦାମ ଠାରୁ ୩୪,୯୦୧ ଟଙ୍କା କମରେ ମିଳିପାରିବ ।

ଆଇଫୋନ୍‌ ୧୪ର ଲଞ୍ଚ୍‌ ପ୍ରାଇସ ୭୯୯୦୦ ଟଙ୍କା ରହିଛି । କିନ୍ତୁ ଫ୍ଲିପକାର୍ଟରେ ଏହା ୭୧୯୯୯ ଟଙ୍କାରେ ଲିଷ୍ଟେଡ ରହିଛି । ଏହାବ୍ୟତୀତ ଏଚଡିଏଫସି କାର୍ଡ ପେମେଣ୍ଟ ପରେ ୪ ହଜାର ଟଙ୍କା ଆଡିସନାଲ ଡିସକାଉଣ୍ଟ ମିଳିବ ।

iphone 14ଫ୍ଲିପକାର୍ଟରେ ଏହି ଫୋନ୍‌ ସହିତ ଏକ୍ସଚେଞ୍ଜ ଅପର ମଧ୍ୟ ରହିଛି । ଏକ୍ସଚେଞ୍ଜ ଅଫରର ମ୍ୟାକ୍ସିମମ୍‌ ଭ୍ୟାଲ୍ୟୁ ୨୩୦୦୦ ଟଙ୍କା ରହିଛି । ଯଦିଓ ମ୍ୟାକ୍ସିମମ ଭ୍ୟାଲ୍ୟୁ ସେତେବେଳେ ମିଳିବ ଯେତେବେଳେ ଆପଣଙ୍କ ପାଖରେ ପୁରୁଣା ମହଙ୍ଗା ଆଇଫୋନ୍‌ ତିବ । ଯଦି ୨୩୦୦୦ ଟଙ୍କାର ଏକ୍ସଚେଞ୍ଜ ଭ୍ୟାଲୁ ମିଳିଯାଏ ତାହେଲେ ଆପଣ ଆଇଫୋନ ୧୪କୁ ପ୍ରାୟ ୪୫ ହଜାର ଟଙ୍କାରେ କିଣିପାରିବେ ।

ଯଦି ଆପଣଙ୍କ ପାଖରେ ପୁରୁଣା ଫୋନ ଏକ୍ସଚେଞ୍ଜ କରିବାର ନାହିଁ ତାହେଲେ ମଧ୍ୟ ଆପଣଙ୍କୁ କାର୍ଡ ଡିସକାଉଣ୍ଟ ମିଳିଯିବ । ଯଦିଓ କାର୍ଡ ଡିସକାଉଣ୍ଟ ପରେ ଏହି ଫୋନ୍‌ ସେତିକି ଶସ୍ତା ହେବନାହିଁ, ତଥାପି ଆପଣ ଅରିଜିନାଲ ପ୍ରାଇସ ଠାରୁ ବହୁତ କମରେ କିଣିପାରିବେ ।

ଆଇଫୋନ ୧୪ର ଏହି ଦାମରେ ଅନ୍ୟ ଏକ ଭଲ ଅପ୍ସନ ବି ଆପଣଙ୍କ ପାଖରେ ଅଛି । କିନ୍ତୁ ଯଦି ଆପଣଙ୍କୁ ଆଇଫୋନ୍‌ ୧୪ କୁ ହିଁ କିଣିବାର ଅଛି ତାହେଲେ ଆପଣ ଏଥିପାଇଁ ପରବର୍ତ୍ତୀ ସେଲର ଅପେକ୍ଷା କରିପାରିବେ । କାହିଁକିନା ଆଗାମୀ ସମୟରେ ଆଇଫୋନ୍‌ ୧୪ ଉପରେ ଆହୁରି ମଧ୍ୟ ଡିସକାଉଣ୍ଟ ଦିଆଯାଇପାରେ।

ଆଇଫୋନ ୧୪ ବିଷୟରେ କଥା ହେବା ତ ଏହା ହେଉଛି ଆପଲର ଲାଟେଷ୍ଟ ଆଇଫୋନ୍‌ ସିରିଜ ମଧ୍ୟରୁ ଗୋଟିଏ । ଗତ ବର୍ଷ ଆପଲ ଆଇଫୋନ୍‌ ୧୪, ଆଇଫୋନ ୧୪ ପ୍ଲସ, ଆଇଫୋନ୍‌ ୧୪ ପ୍ରୋ ଏବଂ ଆଇଫୋନ୍‌ ପ୍ରୋ ମ୍ୟାକ୍ସ ଲଞ୍ଚ୍‌ କରିଥିଲା । ଯଦିଓ ରିଭ୍ୟୁରୁ ଜଣାପଡୁଛି ଆଇଫୋନ୍‌ ୧୩ ମୁକାବିଲାରେ ଆଇଫୋନ୍‌ ୧୪ରେ କୌଣସି ଖାସ୍‌ ଚେଞ୍ଜେସ୍‌ ହୋଇନାହିଁ । ତଥାପି ଯଦି ଆପଣ ଆଇଫୋନ୍‌ ୧୪କୁ କିଣିବାକୁ ମନ ବଳାଇଛନ୍ତି ତାହେଲେ ଏହି ମଉକାକୁ ଆଦୌ ବି ହାତଛଡା କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.