Below header

ଫାଇଲ ସେୟାରିଂ ସାଇଟ୍‌ ‘We Transfer’ କୁ ରଦ୍ଦ୍‌ କଲେ କେନ୍ଦ୍ର ସରକାର, ଜାଣନ୍ତୁ କାହିଁକି

ଭାରତ ସରକାରଙ୍କ ଟେଲିକମ୍ୟୁନିକେସନ ବିଭାବ ଲୋକପ୍ରିୟ ଫାଇଲ ସେୟାରିଂ େଓ୍ଵବସାଇଟ‘We Transfer’ କୁ ବ୍ୟାନ କରିଛନ୍ତି। ରିପୋର୍ଟ ମୁତାବକ, ରାଷ୍ଟ୍ରୀୟ ସୁରକ୍ଷା ଏବଂ ସାର୍ବଜନୀକ ହିତ ପାଇଁ ଏହାକୁ ବନ୍ଦ କରିଦିଆଯାଇଛି। ଦେଶରେ ହିତ ପାଇଁ ଏପରି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର।

ସୂଚନା ମୁତାବକ, ଟେଲିକମ୍‌ ବିଭାବ ୧୮ ମଇରୁ ଦେଶରେ ଇଣ୍ଟରନେଟ ସେବା ପ୍ରଦାନ କରୁଥିବା ସମସ୍ତ କମ୍ପାନୀକୁ ନୋଟିସ ଜାରି କରିଛି। ଯେଉଁଥିରେ ଏହି ସାଇଟ୍‌କୁ ବନ୍ଦ କରିବା ପାଇଁ ଆଦେଶ ଦିଆଯାଇଛି।

we tranfer

କ’ଣ ଏହି ‘We Transfer’ ?

‘We Transfer’ ଏକ ମେସେଞ୍ଜର ସେବା, ଯାହା ଜରିଆରେ ୟୁଜର୍ସ ବହୁତ ସହଜରେ କାହାକୁ ମଧ୍ୟ ୨ ଜିବି ଡାଟାର ଫାଇଲ ପଠାଇପାରିବେ। ଏହି ଆପ୍‌ ବ୍ୟବହାର କରିବା ପାଇଁ କୌଣସି ରେଜିଷ୍ଟ୍ରେସନ କରିବାକୁ ପଡିବନି। ଏହା ବିଲକୁଲ ମାଗଣା । ଏହି ସାଇଟ୍‌ରେ ଫାଇଲ ପଠାଇବା ପାଇଁ ପ୍ରଥମେ େଓ୍ଵବସାଇଟକୁ ଯାଇ ଲଗଇନ କରିବାକୁ ହେବ। ଏହା ପରେପଠାଇବାକୁ ଥିବା ଫାଇଲକୁ ଆଟାଚ କରିବାକୁ ହେବ। ଫାଇଲ ଆଟାଚ କରିବା ପରେ , ଯାହାକୁ ପଠାଇବେ ତାଙ୍କ ଇମେଲ ଠିକଣା ଦେବା ପରେ ଫାଇଲକୁ ପଠାଇ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.