ଫ୍ଲିପକାର୍ଟ ବିଗ୍‌ ବିଲିୟନ ଡେଜ୍‌ ସେଲରେ ଶସ୍ତା ଦାମରେ କିଣନ୍ତୁ ବଢ଼ିଆ ପ୍ରଡକ୍ଟ, ଏମିତି ଉଠାଇପାରିବେ ଫାଇଦା

ଆରମ୍ଭ ହୋଇଛି ଫ୍ଲିପକାର୍ଟର ବିଗ ବିଲିୟନ ଡେଜ୍‌ ସେଲ ୨୦୨୨। ଏଥିରେ ୫ଜି ସ୍ମାର୍ଟଫୋନକୁ ଆପଣ ଖୁବ କମ ଦାମରେ କିଣିପାରିବେ। ଯଦି ଆପଣ ଶସ୍ତାରେ ବଢ଼ିଆ ମଡେଲ କିଣିବାକୁ ଇଚ୍ଛୁକ ତେବେ ଏହି ସୁଯୋଗର ଫାଇଦା ଉଠାନ୍ତୁ।

Oppo K10 5G ର ଦାମ ରହିଛି ଏହି ସେଲରେ ଖୁବ ଶସ୍ତା। ଆପଣ ଯଦି ଏହି ଫୋନକୁ ଶସ୍ତା ଦାମରେ କିଣିବାକୁ ଚାହୁଁଛନ୍ତି ତେବେ ନିଶ୍ଚିତ ଭାବେ ଏହି ସୁଯୋଗର ଫାଇଦା ଉଠାନ୍ତୁ। ଏମିତିରେ ଆପଣ ଏହି ଫୋନକୁ ମାତ୍ର ୨୪୯ ଟଙ୍କାରେ କିଣିପାରିବେ। ମାର୍କେଟରେ ଏହାର ମୂଲ୍ୟ ରହିଛି ୨୫,୯୯୯ ଟଙ୍କା। ଏବେ ଜାଣନ୍ତୁ ଏହି ଅଫର ସମ୍ପର୍କରେ..

ଫ୍ଲିପକାର୍ଟରେ ଅଗଷ୍ଟ ୬ ତାରିଖରୁ ଆରମ୍ଭ ହୋଇଛି ସବୁଠୁ ଖାସ ସେଲ। ଫ୍ଳିପକାର୍ଟ ବିଗ ବିଲିୟନ ଡେଜ ସେଲରେ ଇଲେକଟ୍ରୋନିକ ଜିନିଷଠୁ ଆରମ୍ଭ କରି ଘରୋଇ ଜିନିଷ ପର୍ଯ୍ୟନ୍ତ ସବୁକିିଛି ମିଳୁଛି ଖୁବ ଶସ୍ତାରେ.. ଏଥିରେ ଆପଣଙ୍କୁ ଘରୋଇ ଜିନିଷ, ଇଲେକଟ୍ରୋନିକ ପ୍ରଡକ୍ଟ ରେ ଭାରି ଡିସକାଉଣ୍ଟ ମିଳିବ। ଏଥିରେ ଆପଣ ଓପୋର ୨୫,୯୯୯ ଟଙ୍କା ମଡେଲକୁ ମାତ୍ର ୨୪୯ ଟଙ୍କାରେ କିଣିପାରିବେ। ଏବେ ଜାଣନ୍ତୁ ଏହି ଅଫରର ଫାଇଦା କିପରି ଉଠାଇବେ..

ଜାଣି ରଖନ୍ତୁ ଯେ ଓପୋ ର ୫ଜି ମଡେଲ Oppo K10 5G କୁ ଫ୍ଲିପକାର୍ଟରେ ୨୫,୯୯୯ ଟଙ୍କାରେ କିଣିପାରିବେ। ଏହି ଫୋନକୁ ସେଲରେ ୩୨% ଡିସକାଉଣ୍ଟ ଦିଆଯାଇଛି। ପରେ ଯାହାର ଦାମ ହେଉଛି ୧୭,୪୯୯ ଟଙ୍କା। ଏହାକୁ କିଣିବା ସମୟରେ ଯଦି ଆପଣ ICICI Bankର କ୍ରେଡିଟ କାର୍ଡ କିମ୍ବା ଡେବିଟ କାର୍ଡର ବ୍ୟବହାର କରୁଛନ୍ତି। ତେବେ ଆପଣଙ୍କୁ ୫୦୦ ଟଙ୍କାର ଡିସକାଉଣ୍ଟ ମିଳିବ। ଯାହାପରେ ଏହାର ଦାମ ହେବ ୧୬,୯୯୯ ଟଙ୍କା।

ତେବେ ଯଦି ଆପଣ Oppo K10 5G କୁ ୨୪୯ ଟଙ୍କାରେ କିଣିବାକୁ ଚାହୁଁଛନ୍ତି ତେବେ ଡିଲରେ ଏକ୍ସଚେଞ୍ଜ ଅଫର ରହିଛି। ଏମିତରେ ଆପଣ ନିଜ ପୁରୁଣା ଫୋନକୁ ବଦଳାଇ ଏହି ଫୋନକୁ କିଣି ପାରିବେ। ପୁରା ଅଫ ମିଳିଲେ ୧୬,୭୫୦ ଟଙ୍କା ର ଛାଡ ମିଳିବ। ଯଦି ଆପଣଙ୍କୁ ଏହି ଅଫ ମିଳେ ତେବେ ଫୋନର ଦାମ ହୋଇଯିବ ମାତ୍ର ୨୪୯ ଟଙ୍କା।

ଫିଚର୍ସ କଥା ଧ୍ୟାନକୁ ଦେଲେ Oppo K10 5G ରେ ଆପଣଙ୍କୁ 8GB RAM ଓ 128 GB ଇଣ୍ଟରନାଲ ଷ୍ଟୋରେଜ ମିଳିବ। ମିଡିଆଟେକ ଡାଇମେନସିଟି 810 ଚିପସେଟ ରେ କାମ କରୁଛି। ଏଥିରେ ୬.୬ ଇଞ୍ଚର ଏଜଡି+ଇନସେଲ ଏଲସିଡି ଡିସପ୍ଲେ ଓ 5000 mAh ବ୍ୟାଟେରୀ ଦିଆଯାଇଛି। ଅଡିଓ ଜ୍ୟାକ ସହ ଲଞ୍ଚ କରାଯାଇଥିବା ସ୍ମାଟଫୋନ 48MP ପ୍ରାଇମେରୀ ସେନସର ଦୁଆଲ କ୍ୟାମେରା ସେଟଅପ ଓ 8MP ର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.