Below header

୬ଜିବି ରାମ୍ ସହ ଭାରତରେ ଲଞ୍ଚ ହେଲା ରିୟଲ ମି୩ ପ୍ରୋ, କେତେ ରହିଛି ମୂଲ୍ୟ

ନୂଆଦିଲ୍ଲୀ : ଓପୋର ସର୍ବବ୍ରାଣ୍ଡ ରିୟଲମୀ ନିଜର ନୂଆ ୬ଜିବି ରାମ ବିଶିଷ୍ଟ ରିୟଲମି ୩ ପ୍ରୋ ଭାରତରେ ଲଞ୍ଚ କରିଛି। ଗ୍ରାହକ ଏହି ସ୍ମାର୍ଟଫୋନକୁ ମାତ୍ର ୧୫,୯୯୯ ଟଙ୍କା କିଣି ପାରିବେ। କହିବାକୁ ଚାହିଁବୁ ଏହାର ସେଲ ଫ୍ଳିପକାର୍ଟରେ ୨୯ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଛି। ଆସନ୍ତୁ ନଜର ପକାଇବା କଣ ରହିଛି ଏହାର ଫିଚର।
ଫିଚର

ରିୟଲ ମି ୩ ପ୍ରୋକୁ ୬/୬୪ ଜିବି ବ୍ୟାରିଏଣ୍ଟ ସହ ଉପଲବ୍ଧ କରାଯାଇଛି। ଏହା ପୂର୍ବରୁ କମ୍ପାନୀ ଏହାର ୪/୬୪ଜିବି ବ୍ୟାରିଏଣ୍ଟ ମାର୍କେଟରେ ଉପଲବ୍ଧ ଥିଲା। କମ୍ପାନୀ ଏଥିରେ ଗ୍ରାହକ ୭ ଘଣ୍ଟା ପର‌୍ୟ୍ୟନ୍ତ ବିନା କୌଣସି ବିରତିରେ PUBG ଖେଳିପାରିବେ ବୋଲି କହିଛି। ଏହାଛଡ଼ା ୯.୫ ଘଣ୍ଟା ପର‌୍ୟ୍ୟନ୍ତ ୟୁଟ୍ୟୁବ୍ ଭିଡିଓ ଦେଖିପାରିବେ।

Realme-3-Pro

ଡିସପ୍ଳେ ୬.୩ ଇଞ୍ଚ
ବ୍ଯାଟେରୀ ୪,୦୪୫ ଏମଏଏଚ୍
ଡୁଆଲ ରେୟର କ୍ଯାମେରା ୧୬ + ୫ ଏମପି
ସେଲ୍ଫି କ୍ଯାମେରା ୨୫ ଏମପି
କଲର ବ୍ଯାରିଏଣ୍ଟ ପର୍ପଲ, ବ୍ଳୁ ଏବଂ ଗ୍ରେ
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.