Browsing Tag

television actress rajeshwary ray mohapatra

କ୍ୟାନ୍ସର ରୋଗରେ ଆକ୍ରାନ୍ତ ଟେଲି ଅଭିନେତ୍ରୀ ରାଜେଶ୍ୱରୀ

କ୍ୟାନ୍ସର ଏକ ମାରାତ୍ମକ ରୋଗ। ଏହି ରୋଗର ନାମ ଶୁଣିଲେ ସମସ୍ତେ ଡରି ଯାଆନ୍ତି। ଆଉ ଏହି ଗମ୍ଭୀର ରୋଗ ସହିତ ଲଢ଼େଇ କରୁଛନ୍ତି ଓଡ଼ିଆ ଟେଲିଭିଜନ ଅଭିନେତ୍ରୀ ରାଜେଶ୍ୱରୀ ରାୟ ମହାପାତ୍ର। ତାଙ୍କୁ କ୍ୟାନସର ହୋଇଛି। ସେ ତାଙ୍କ ଫେସବୁକ ପେଜରେ ଏହି ବିଷୟରେ ସୂଚନା ଦେଇଛନ୍ତି। ନିଜର ଫେସବୁକ…