Below header

କଂଗ୍ରେସରେ ସାମିଲ ହେଲେ ରବିନ୍ଦ୍ର ଜାଡେଜାଙ୍କ ବାପା ଏବଂ ଭଉଣୀ, ପୂର୍ବରୁ ସ୍ତ୍ରୀ ହୋଇଥିଲେ ବିଜେପିରେ ସାମିଲ

ଏବେ ନିକଟରେ ଭାରତୀୟ କ୍ରିକେଟ ବିଶ୍ବକପ୍ ଦଳର ଘୋଷଣା କରାଯାଇଥିବା ବେଳେ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଖେଳାଳି ତଥା ରବିନ୍ଦ୍ର ଜାଡେଜାଙ୍କ ପିତା ଏବଂ ଭଉଣୀ କଂଗ୍ରେସରେ ସାମିଲ ହୋଇଛନ୍ତି। ଆପଣଙ୍କୁ କହିବାକୁ ଚାହିଁବୁ ଜାଡେଜାଙ୍କ ସ୍ତ୍ରୀ ମାସେ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ।

ଗତକାଲି ଗୁଜରାଟର ଜାମନଗରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ହାର୍ଦ୍ଧିକ ପଟେଲଙ୍କ ଉପସ୍ଥିତରେ ହାତ ଧରିଛନ୍ତି ଜାଡେଜାଙ୍କ ବାପା ଅନିରୁଦ୍ଧ ସିଂ ଏବଂ ଭଉଣୀ ନୌନାବା । ପୂର୍ବରୁ ଜାଡେଜାଙ୍କ ସ୍ତ୍ରୀ ରିୱା ଜାଡେଜା ବିଜେପିରେ ସାମିଲ ହୋଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.