ସନ୍ନି ଲିଓନି ଏବଂ ଦୀପିକା ପାଦୁକନଙ୍କୁ ହରାଇ ପ୍ରିୟଙ୍କା ଜିତିନେଲେ ଏହି ଟାଇଟିଲ

ବଲିଉଡର ଦେଶୀ ଗାର୍ଲ ବର୍ତ୍ତମାନ କେବଳ ଭାରତର ଝିଅ ନୁହନ୍ତି ବରଂ ସାରା ଦୁନିଆର ଫେବରେଟ ଭାରତୀୟ ସେଲେବ୍ରିଟି ଅଟନ୍ତି ।ବଲିଉଡଠୁ ନେଇ ହଲିଉଡ଼ ପର୍ଯ୍ୟନ୍ତ ତାଙ୍କର ଚର୍ଚ୍ଚା ଚାଲିଛି । ଏହି ଚର୍ଚ୍ଚା ସହିତ ପ୍ରିୟଙ୍କା ବଲିଉଡର ବେବିଡଲ ଓ ମସ୍ତାନୀଙ୍କୁ ପଛରେ ପକାଇ ଟପ ଇଣ୍ଡିଆନ ଆକ୍ଟ୍ରେସର ଟାଇଟିଲ ଜିତି ନେଇଛନ୍ତି । ଆଜ୍ଞା ହଁ ନିକଟରେ ହୋଇଥିବା ଏକ ସର୍ଭେରେ ପ୍ରିୟଙ୍କା, ସନ୍ନି ଲିଓନି ଏବଂ ଦୀପିକା ପାଦୁକନଙ୍କୁ ପଛରେ ପକାଇ ସାରା ଦୁନିଆରେ ସବୁଠାରୁ ଅଧିକ ଲୋକପ୍ରିୟତା ହାସଲ କରିପାରିଛନ୍ତି ।

Image result for priyanka, sunny and deepika

ଏହାସହ ପଢନ୍ତୁ “କଭୀ ଖୁସି କଭୀ ଗମ”ର ଛୋଟ ‘ପୁ’ ଏବେ ଦେଖାଯାଉଛନ୍ତି ଏତେ ହଟ

ଏହି ସର୍ଭେରେ ସେ ସଲମାନ ଖାନ, ଶାହରୁଖ ଖାନ ଓ ଅମିତାଭ ବଚ୍ଚନଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଏହି ସର୍ଭେ ଅକ୍ଟୋବର ୨୦୧୮ରୁ ଅକ୍ଟୋବର ୨୦୧୯ ମଧ୍ୟରେ କରାଯାଇଥିଲା । ତାଙ୍କପରେ ଏହି ତାଲିକାରେ ସନ୍ନି ଲିଓନି ଏବଂ ଦୀପିକା ପାଦୁକନ ମଧ୍ୟ ରହିଛନ୍ତି ।

सनी और दीपिका को हरा कर प्रियंका ने अपने नाम किया यह खिताब

ଭାରତୀୟ ଆକ୍ଟରରେ ସଲମାନ ସବୁଠୁ ଆଗରେ

ଯଦି ଆମେ ଭାରତୀୟ ଅଭିନେତାଙ୍କ କଥା କହିବା ତାହେଲେ ସବୁଠାରୁ ଆଗରେ ଅଛନ୍ତି ସଲମାନ ଖାନ । ୧.୮୯ ମିଲିୟନ ଥର ତାଙ୍କୁ ସର୍ଚ୍ଚ କରାଯାଇଛି । ତାଙ୍କପରେ ଅମରେଶ ପୁରୀ ଓ ଶାହରୁଖ ଖାନଙ୍କୁ ସବୁଠାରୁ ଅଧିକ ସର୍ଚ୍ଚ କରାଯାଇଛି । ଏହି ତାଲିକାରେ ଅମିତାଭ ବଚ୍ଚନ ସପ୍ତମ ସ୍ଥାନରେ ରହିଛନ୍ତି ।

Leave A Reply

Your email address will not be published.