କିଛି ସମୟରେ ଉନ୍ନାଓ ପୀଡ଼ିତାଙ୍କ ମୃତଦେହର ହେବ ବ୍ୟବଚ୍ଛେଦ, ଫୋରେନସିକ ବିଭାଗ ମୁଖ୍ୟଙ୍କ ନେତୃତ୍ୱରେ ହେବ ପୋଷ୍ଟମର୍ଟମ ଦେଶ ବିଦେଶ By KNews Bureau Last updated Dec 7, 2019 ନୁଆଦିଲ୍ଲୀ : କିଛି ସମୟ ପରେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତଦେହର ବ୍ୟବଚ୍ଛେଦ ହେବ। ଫୋରେନସିକ ବିଭାଗ ମୁଖ୍ୟ ଡା. ଏମକେ ୱାହିଙ୍କ ନେତୃତ୍ୱରେ ହେବ ପୋଷ୍ଟମର୍ଟମ। ଏହା ପୂର୍ବରୁ ଦିଲ୍ଲୀ ପୋଲିସ ଓ ଉତ୍ତର ପ୍ରଦେଶ ପୋଲିସ ଆବଶ୍ୟକ କାଗଜପତ୍ର ସଂପୂର୍ଣ୍ଣ କରିଛନ୍ତି । ତେବେ ସେମାନଙ୍କୁ ପୋଷ୍ଟମର୍ଟମ ବେଳେ ସାମିଲ କରାଯିବ ନାହିଁ ବୋଲି ସଫଦରଗଞ୍ଜ ହସପିଟାଲ ମେଡିକାଲ ସୁପରିନଟେଣ୍ଟେଣ୍ଟ ଡା. ସୁନିଲ ଗୁପ୍ତା କହିଛନ୍ତି। ସେପଟେ ଏହି ମାମଲାର ୫ ଅଭିଯୁକ୍ତଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛି ପୋଲିସ । KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ । unnao rape caseunnao victim dead Share FacebookTwitterWhatsAppEmail