Browsing Tag

unnao rape case

ଉନ୍ନାଓ ନାବାଳିକା ଅପହରଣ ଓ ଗଣଦୁଷ୍କର୍ମ ମାମଲା: ପୂର୍ବତନ ବିଜେପି ବିଧାୟକ କୁଳଦୀପ ସେଙ୍ଗରଙ୍କୁ ଆଜୀବନ ଜେଲ୍‌…

ନୂଆଦିଲ୍ଲୀ: ଉନ୍ନାଓ ନାବାଳିକା ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ଆସିଲା ଦଣ୍ଡାଦେଶ। ପୂର୍ବତନ ବିଜେପି ବିଧାୟକ କୁଳଦୀପ ସେଙ୍ଗରଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ହୋଇଛି। ଦଣ୍ଡାଦେଶ ଶୁଣାଇଛନ୍ତି ଦିଲ୍ଲୀ ତିସ୍‌ ହଜାରୀ କୋର୍ଟ। ମୃତ୍ୟୁ ପର୍ଯ୍ୟନ୍ତ ସେ ଜେଲରେ ରହିବେ ଏହାସହ ୨୫ଲକ୍ଷ ଟଙ୍କା…

ଉନ୍ନାଓ ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ଆଜି ଆସିବ ରାୟ, ପୂର୍ବତନ ବିଜେପି ବିଧାୟକ କୁଲଦୀପ ସେଙ୍ଗରଙ୍କୁ ମିଳିବ ଦଣ୍ଡ

ନୂଆଦିଲ୍ଲୀ: ଉନ୍ନାଓ ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ଆଜି ରାୟ ଶୁଣାଇବେ ଦିଲ୍ଲୀର ତିସହଜାରୀ କୋର୍ଟ। ମଙ୍ଗଳବାର ଏହି ମାମଲାରେ ଶୁଶାଣି କରି ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ। ଏହି ମାମଲାରେ ଉନ୍ନାଓର ପୂର୍ବତନ ବିଜେପି ବିଧାୟକ କୁଲଦୀପ ସେଙ୍ଗରଙ୍କୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅପହରଣ,…

ଉନ୍ନାଓ ଅପହରଣ ଓ ଗଣଦୁଷ୍କର୍ମ ମାମଲା, ଆଜି ଦଣ୍ଡ ଶୁଣାଇବେ ଦିଲ୍ଲୀର ତିସହଜାରୀ କୋର୍ଟ

ଉନ୍ନାଓ ଅପହରଣ ଓ ଗଣଦୁଷ୍କର୍ମ ମାମଲାରେ ଆସନ୍ତା ୨୦ ତାରିଖରେ ଦଣ୍ଡାଦେଶ ଶୁଣାଣି । ଦୋଷୀ ପୂର୍ବତନ ବିଧାୟକ ବିଜେପି ବିଧାୟକ କୁଲଦୀପ ସେଙ୍ଗରଙ୍କ ବିରୋଧରେ ଆସନ୍ତା ୨୦ ତାରିଖରେ ଦଣ୍ଡବିଧାନ କରିବେ ଦିଲ୍ଲୀର ତିସହଜାରୀ କୋର୍ଟ। ଗତକାଲି ଏହି ମାମଲାରେ ତାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ…

୨୦୧୭ ଉନ୍ନାଓ ନାବାଳିକା ଦୁଷ୍କର୍ମ ମାମଲାରେ ଦିଲ୍ଲୀ ତିସ୍‌ ହଜାରୀ କୋର୍ଟଙ୍କ ବଡ଼ ନିଷ୍ପତ୍ତି, ବହିଷ୍କୃତ ବିଜେପି…

କେନ୍ୟୁଜ୍(ବ୍ୟୁରୋ): ୨୦୧୭ ଉନ୍ନାଓ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦିଲ୍ଲୀ ତିସ୍‌ ହଜାରୀ କୋର୍ଟଙ୍କ ବଡ଼ ନିଷ୍ପତ୍ତି । ବହିଷ୍କୃତ ବିଜେପି ବିଧାୟକ କୁଲଦୀପ ସେଙ୍ଗର ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଅନ୍ୟ ଜଣେ ସହଯୋଗୀ ଅଭିଯୁକ୍ତ ଶଶୀ ସିଂହଙ୍କୁ ବି ଦୋଷୀ ସାବ୍ୟସ୍ତ କରିଛନ୍ତି ତିସ୍‌…

ଦୀର୍ଘ ସମୟ ପରେ ଅନ୍ତିମ ସଂସ୍କାର ପାଇଁ ଗଲା ଉନ୍ନାଓ ପୀଡ଼ିତାଙ୍କ ଶବ

ଉତ୍ତରପ୍ରଦେଶ : ଦୀର୍ଘ ସମୟ ପରେ ଅନ୍ତିମ ସଂସ୍କାର ପାଇଁ ଗଲା ଉନ୍ନାଓ ପୀଡ଼ିତାଙ୍କ ଶବ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନଆସିବା ଯାଏ ଶବ ଉଠିବ ନାହିଁ ବୋଲି ଅଡ଼ି ବସିଥିଲେ ପୀଡ଼ିତାଙ୍କ ପରିବାର । ହେଲେ ପ୍ରଶାସନର ବୁଝାସୁଝା ପରେ ରାଜି ହୋଇଛନ୍ତି ପରିବାର ଲୋକେ । ଗତକଲି ଉନ୍ନାଓ…

ଦୁଷ୍କର୍ମ ସହିଲେ, ମାନସିକ ଓ ଶାରୀରିକ ଯନ୍ତ୍ରଣା ଭୋଗିଲେ; ଶେଷରେ ନିଆଁରେ ଜଳିଗଲେ

ନୂଆଦିଲ୍ଲୀ : ପ୍ରଥମେ ଦୁଷ୍କର୍ମ ଓ ପରେ ନିଆଁ ଲଗାଇ ହତ୍ୟା ଉଦ୍ୟମ । ଉଭୟ ମାନସିକ ଓ ଶାରୀରିକ ଯନ୍ତ୍ରଣାରେ ଜର୍ଜରିତ ହେଉଥିଲେ ଉନ୍ନାଓ ପୀଡ଼ିତା । ଶେଷରେ ଗତକାଲି ରାତିରେ ଦିଲ୍ଲୀର ସଫଦରଜଙ୍ଗ ହସପିଟାଲରେ ତାଙ୍କର ମୃତ୍ୟୁ ହୋଇଗଲା । ମରିବା ପୂର୍ବରୁ ସେ ଡାକ୍ତରଙ୍କ ପାଖରେ କାକୁତି ମିନତି…

କିଛି ସମୟରେ ଉନ୍ନାଓ ପୀଡ଼ିତାଙ୍କ ମୃତଦେହର ହେବ ବ୍ୟବଚ୍ଛେଦ, ଫୋରେନସିକ ବିଭାଗ ମୁଖ୍ୟଙ୍କ ନେତୃତ୍ୱରେ ହେବ ପୋଷ୍ଟମର୍ଟମ

ନୁଆଦିଲ୍ଲୀ : କିଛି ସମୟ ପରେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତଦେହର ବ୍ୟବଚ୍ଛେଦ ହେବ। ଫୋରେନସିକ ବିଭାଗ ମୁଖ୍ୟ  ଡା. ଏମକେ ୱାହିଙ୍କ ନେତୃତ୍ୱରେ ହେବ ପୋଷ୍ଟମର୍ଟମ। ଏହା ପୂର୍ବରୁ ଦିଲ୍ଲୀ ପୋଲିସ ଓ ଉତ୍ତର ପ୍ରଦେଶ ପୋଲିସ ଆବଶ୍ୟକ କାଗଜପତ୍ର ସଂପୂର୍ଣ୍ଣ କରିଛନ୍ତି । ତେବେ ସେମାନଙ୍କୁ…

ଜୀବନ ଯୁଦ୍ଧରେ ସଂଘର୍ଷ କରି ଶେଷରେ ପ୍ରାଣ ହରାଇଲେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା

ନୂଆଦିଲ୍ଲୀ (କେନ୍ଯୁଜ୍) : ଜୀବନ ଯୁଦ୍ଧରେ ପ୍ରାଣ ହରାଇଲେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତା। ଗତକାଲି ରାତି ୧୧ଟା ୪୦ରେ ନୂଆଦିଲ୍ଲୀର ସଫଦରଜଙ୍ଗ ହସପିଟାଲରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ପୀ଼ଡିତାଙ୍କ ଶରୀରର ୯୦ ପ୍ରତିଶତ ଅଂଶ ପୋଡ଼ି ଯାଇଥିଲା। ତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରମାନେ ଆପ୍ରାଣ…

ଉନ୍ନାଓରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ପୋଡ଼ିଦେବା ଘଟଣାରେ ୫ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ (କେନ୍ୟୁଜ୍) : ଉନ୍ନାଓରେ ଯୁବତୀଙ୍କୁ ଦୁଷ୍କର୍ମ ପରେ ପୋଡ଼ିଦେବା ଘଟଣାରେ ୫ ଅଭିଯୁକ୍ତ ଗିରଫ। ଅଧିକ ଚିକିତ୍ସା ପାଇଁ ଲକ୍ଷ୍ନୌରୁ ଦିଲ୍ଲୀ ଗଲେ ପୀଡ଼ିତା। ଦିଲ୍ଲୀ ସଫ୍‌ଦର୍ଜଙ୍ଗ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ବୟାନ ରେକର୍ଡ…

ଚର୍ଚ୍ଚିତ ଉନାଓ ଦୁଷ୍କର୍ମ ମାମଲାର ପୀଡିତା ଓ ତାଙ୍କ ପରିବାରକୁ ଦିଲ୍ଲୀରେ ମିଳୁନାହିଁ ଘର, ଅଦାଲତ ଦେଲା ମହିଳା ଆୟୋଗକୁ…

ଉତ୍ତର ପ୍ରଦେଶର ଚର୍ଚ୍ଚିତ ଉନାଓ ଦୁଷ୍କର୍ମ ମାମଲାର ପୀଡିତା ଓ ତାଙ୍କ ପରିବାରକୁ ଦିଲ୍ଲୀରେ ମିଳୁନାହିଁ ଘର । ଦିଲ୍ଲୀର କୌଣସି ବି ଲୋକ ସେମାନଙ୍କୁ ନିଜ ଘରେ ଭଡାରେ ରଖିବାକୁ ପ୍ରସ୍ତୁତ ନୁଁହନ୍ତି । ପିଡୀତାଙ୍କ ଓକିଲ ଧର୍ମେନ୍ଦ୍ର କୁମାର ମିଶ୍ର ଡିଷ୍ଟ୍ରିକ୍ଟ ଜଜ ଧର୍ମେଶ ଶର୍ମାଙ୍କୁ…

ଆଜି ଉତ୍ତରପ୍ରଦେଶ ଉନ୍ନାଓ ଗଣଦୁଷ୍କର୍ମମାମଲାର ଶୁଣାଣି କରିବେ ସୁପ୍ରିମକୋଟ

ନୂଆଦିଲ୍ଲୀ(କେନ୍ୟୁଜ୍): ଉତ୍ତରପ୍ରଦେଶ ଉନ୍ନାଓ ଗଣଦୁଷ୍କର୍ମ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ । ଗତ ଜୁଲାଇ ୧୨ ତାରିଖରେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତା ସୁରକ୍ଷା ଲୋଡ଼ି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଏକ ଚିଠି ଲେଖିଥିଲେ । ହେଲେ ଦୁର୍ଭାଗ୍ୟଜନକ ଭାବେ ଏହି ଚିଠିକୁ ଦେଖି…