ମାସିକ ଋତୁସ୍ରାବ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେବ ପୋସ୍ତ, ଜାଣନ୍ତୁ ଏହାର ଅନେକ ଫାଇଦା

ଆପଣ ଖାଦ୍ୟପଦାର୍ଥରେ ପୋସ୍ତଦାନାର ବ୍ୟବହାର ନିଶ୍ଚିତ କରିଥିବେ। ଏହା ଖାଦ୍ୟର ଟେଷ୍ଟକୁ ବଢାଇଥାଏ। ପୋସ୍ତ ଜହ୍ନି ତ ଖାଇବାକୁ ଆହୁରି ସ୍ୱାଦିଷ୍ଟ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ପୋସ୍ତ ଦାନାର ଅନେକ ଫାଇଦା ରହିଛି। ଏହା ଶରୀରକୁ ଅନେକ ରୋଗରୁ ବଞ୍ଚାଇବା ସହିତ ଠିକ୍‌ କରିବାର କ୍ଷମତା ରଖିଥାଏ। ଏହାର ବ୍ୟବହାର ଆୟୁର୍ବେଦ ଔଷଧରେ କରାଯାଏ। ଆସନ୍ତୁ ଜାଣିବା ପୋସ୍ତଦାନାର କ’ଣ ରହିଛି ଫାଇଦା..

poppy

– ଏହା ଶରୀରକୁ ପ୍ରାକୃତିକ ଭାବେ ଶୀଥଳତା ପ୍ରଦାନ କରିଥାଏ। ଏହାଛଡା ଶରୀରର କୌଣସି ସ୍ଥାନରେ ଜ୍ୱଳନ ଅନୁଭୂତ ହେଉଥିଲେ ବ୍ୟବହାର କରିପାରିବେ।

– ଜ୍ୱର, ବାନ୍ତି,ରକ୍ତ ସମ୍ବନ୍ଧୀୟ ରୋଗ, ଏବଂ ତ୍ୱଚା ସମ୍ବନ୍ଧୀୟ ରୋଗ ଆଦି ସମସ୍ୟାରୁ ମୁକ୍ତି ଦେବା ପାଇଁ ମେଥିର ବ୍ୟବହାର କରିପାରିବେ।

– ଏହା ଶୀତଳ ହେବା କାରଣରୁ ମସ୍କିଷ୍କକୁ ଥଣ୍ଡା ରଖିଥାଏ। ଯଦି ମସ୍ତିଷ୍କରେ ଗରମ ବଢିଯାଏ ତେବେ ଏହାର ପ୍ରଯୋଗ କରିପାରିବେ।

problem

– ଏହା ଧଳାସ୍ରାବ, ତରଳଝାଡା ଏବଂ ଏବଂ ବିଭିନ୍ନ ଯନ୍ତ୍ରଣାରୁ ମୁକ୍ତି ଦେବ।

– ମାସିକ ଋତୁସ୍ରାବ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେବ ପୋସ୍ତ। ଏହାଛଡା ହୃଦୟ ଯନ୍ତ୍ରଣାରୁ ମୁକ୍ତି ଦେବ ପୋସ୍ତ।

Leave A Reply

Your email address will not be published.