Browsing Tag

for health

ଛାଡନ୍ତୁ ଅଧିକ ଚିନ୍ତା କରିବା, ନଚେତ ଆପଣ ହୋଇପାରନ୍ତି ଏହି ସବୁ ରୋଗର ଶିକାର

ବର୍ତ୍ତମାନ ସମୟରେ ଲୋକମାନେ ଯେକୌଣସି କଥା ହେଉ ନା କାହିଁକି ଅଧିକ ଚିନ୍ତା କରୁଛନ୍ତି ।  ଯଦି ଆପଣ ଅଧିକ ଚିନ୍ତା କରନ୍ତି ତାହେଲେ ମସ୍ତିଷ୍କ ଏକ ପ୍ରକାରର ଷ୍ଟ୍ରେସ୍‌ରେ ରହିଥାଏ, ଯାହାର ପ୍ରଭାବ ଶରୀରର ଅନ୍ୟ ଅଙ୍ଗ ଓ ହର୍ମୋନାଲ ହେଲ୍ଥରେ ପଡିଥାଏ । ଏହା ବ୍ୟତୀତ ଷ୍ଟ୍ରେସ୍‌ ମଧ୍ୟ ହୋଇଥାଏ,…

ରାତ୍ର ଭୋଜନ ନ ଖାଇଲେ ହୋଇଥାଏ ଏହି ଅସୁବିଧା, ଜାଣି ନିଅନ୍ତୁ ଏବେ

ଅଧିକାଂଶ ଲୋକେ ରାତି ଭୋଜନ ଏଥିପାଇଁ କରନ୍ତି ନାହିଁ କି ଭୋଜନ କଲେ ସେମାନଙ୍କ ଓଜନ ବଢ଼ିଯିବ | ହେଲେ ଏଥି ପାଇଁ ଆପଣଙ୍କ ସ୍ୱାସ୍ଥ୍ୟର ଅସୁବିଧା ହୋଇପାରେ | ସ୍ଲିମ ଫିଗର ପାଇଁ ଲୋକେ କାହିଁ କେତେ କାର୍ଯ୍ୟ ଆପଣାଉଛନ୍ତି | ଲୋକେ ଭାବନ୍ତି ରାତି ଭୋଜନ ନ କଲେ ଓଜନ କମିଯିବ | ଅବଶ୍ୟ ଦିନେ ଅଧେ…

ହେଲ୍ଥ ଟିପ୍ସ : ଆଜମା ରୋଗୀ କ୍ଷୀର ସହ ଖାଆନ୍ତୁ ଏହି ତିନୋଟି ଜିନିଷ, ମିଳିବ ଆରାମ

ସ୍ୱାସ୍ଥ୍ୟ ଠିକ ଥିଲେ ମନ ଠିକ ରହେ | ଦେହ ଯଦି ଖରାପ ରହେ, କେଉଁ ଥିରେ ମନ ଲାଗେ ନାହିଁ | ଆଜି ଆସନ୍ତୁ ଜାଣିବା ଆଜମା ରୋଗ ପାଇଁ କିଛି ଟିପ୍ସ | ଆଜମା ରୋଗ କାରଣ ରୁ ଶ୍ୱାସ ନଳୀ ଫୁଲି ଯାଇଥାଏ | ଯେଉଁଥି ପାଇଁ ଶ୍ୱାସ ନେବାରେ ଅସୁବିଧା ହୋଇଥାଏ | ଫଳରେ କାଶ, ଘୁଙ୍ଗୁଡ଼ି ଓ ଶ୍ୱାସ ନେବାରେ…

ଏହି ସବୁ ଜିନିଷ ଆପଣ ଲମ୍ବା ସମୟ ରଖି କରିପାରିବେ ବ୍ୟବହାର, ଜାଣନ୍ତୁ

ସମସ୍ତେ ପ୍ରାୟ ଯେତେବେଳେ ଘରକୁ ସଉଦା ବା ପରିବା ଆଣିଥାନ୍ତି ପ୍ରଥମେ ସେସବୁ କିପରି ନଷ୍ଟ ନହେବ ସେ ବିଷୟରେ ସେମାନେ ଭାବିଥାନ୍ତି । କିଛି ସଉଦା ଖାସ କରି ଏମିତି ଥାଏ ଯାହା ବହୁତ ଶୀଘ୍ର ଖରାପ ହୋଇଯାଏ । ଏହାକୁ ଷ୍ଟୋର କରି ରଖିବା ପାଇଁ ଅନେକ ଜଣ ଅନେକ ଟିପ୍ସ ମଧ୍ୟ ଦେଇଥାନ୍ତି । ଏହା ଖରାପ…

ଏହିସବୁ ଲକ୍ଷଣ ଯକୃତ ଖରାପ ହେବାର ହୋଇପାରେ କାରଣ, ଜାଣନ୍ତୁ

ଶରୀରରେ ଥିବା ସବୁ ଅଙ୍ଗପ୍ରତ୍ୟଙ୍ଗର ନିଜସ୍ୱ ଦାୟିତ୍ୱ ରହିଛି। ଏମାନଙ୍କ ଆବଶ୍ୟକତା ଶରୀରକୁ ମଧ୍ୟ ରହିଛି। ସୁସ୍ଥ ଶରୀର ପାଇଁ ଅଙ୍ଗପ୍ରତ୍ୟଙ୍ଗ ସୁସ୍ଥ ରହିବା ନିହାତି ଜରୁରୀ। ତେବେ ପ୍ରତିବର୍ଷ ଅପ୍ରେଲ ୧୯କୁ ଆମେ ବିଶ୍ୱ ଯକୃତ ଦିବସ ରୂପେ ପାଳନ କରିଥାଉ । ଏହାକୁ ସୁସ୍ଥ ରଖିବା ପାଇଁ…

କିଡନୀ ଫେଲ ହେବା ଆଗରୁ ଦେଖାଯାଏ ଏହି ସବୁ ଲକ୍ଷଣ, ଜାଣନ୍ତୁ

ଶରୀରକୁ ସୁସ୍ଥ ରଖିବା ଆମ ସମସ୍ତଙ୍କ ଦାୟିତ୍ୱ । ସେଥିପାଇଁ କୁହାଯାଏ ଶରୀରର କଥା ଶୁଣିବା ଦରକାର। ଏହି କଥା ଆମେ ଶରୀରର ଲକ୍ଷଣରୁ ବୁଝିପାରିବା। ଆମ ଶରୀରରେ ଯଦି କୌଣସି ପରିବର୍ତ୍ତନ ଦେଖିବାକୁ ମିଳେ କିମ୍ବା ଆମକୁ ଅସୁସ୍ଥ ଲାଗେ ସେଥିପାଇଁ ଶରୀରରେ ଲକ୍ଷଣ ଦେଖାଯାଏ। ଯଦି ଆମେ ଏହି ଲକ୍ଷଣକୁ…

ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ମୁଗଜାଇ, ଦୂର ହେବ ଅନେକ ସମସ୍ୟା

ସାଧାରଣତଃ ସୁସ୍ଥ ରହିବା ପାଇଁ ଡାଲି ଖାଇବା ପାଇଁ ଉପଦେଶ ଦିଆଯାଇଥାଏ। ଡାଲିରେ ପ୍ରୋଟିନ ବ୍ୟତୀତ ଅଧିକ ମାତ୍ରାରେ ପୋଷକ ତତ୍ତ୍ୱ ମଧ୍ୟ ରହିଥାଏ। ଡାଲି ମଧ୍ୟରେ ମୁଗ ଡାଲି ଶରୀର ଲାଭକାରୀ ହୋଇଥାଏ। ଏହାକୁ ଷ୍ପ୍ରାଉଟସ ମଧ୍ୟ କୁହାଯାଇଥାଏ। ଏହି ଡାଲିରେ ଫେନୋଲିକ ଏସିଡ, ଏମିନୋ ଏସିଡ,…

ପାଟି ଘା’ ହୋଇଥିଲେ ଚୋବାଇ ଖାଆନ୍ତୁ ପଣସ ପତ୍ର, ମିଳିବ ମୁକ୍ତି

କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱରେ ହାହାକାର ପରିସ୍ଥିତି। ଅନେକ ବ୍ୟକ୍ତି ମୃତ୍ୟୁବରଣ କରିସାରିଲେଣି। କରୋନା ଯୋଗୁଁ ଆମିଷ ଖାଦ୍ୟକୁ ମଧ୍ୟ ବାରଣ କରାଯାଇଛି। ଏଥିପାଇଁ ବଜାରରେ ପଣସର ଚାହିବା ଅଧିକ। ମାଛ ମାସଂ ମୂଲ୍ୟଠାରୁ ପଣସ କଠାର ମୂଲ୍ୟ ଅଧିକ ହୋଇଗଲାଣି। ପଣସ ଖାଇବା ଶରୀର ପାଇଁ…

ମାସିକ ଋତୁସ୍ରାବ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ଦେବ ପୋସ୍ତ, ଜାଣନ୍ତୁ ଏହାର ଅନେକ ଫାଇଦା

ଆପଣ ଖାଦ୍ୟପଦାର୍ଥରେ ପୋସ୍ତଦାନାର ବ୍ୟବହାର ନିଶ୍ଚିତ କରିଥିବେ। ଏହା ଖାଦ୍ୟର ଟେଷ୍ଟକୁ ବଢାଇଥାଏ। ପୋସ୍ତ ଜହ୍ନି ତ ଖାଇବାକୁ ଆହୁରି ସ୍ୱାଦିଷ୍ଟ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, ପୋସ୍ତ ଦାନାର ଅନେକ ଫାଇଦା ରହିଛି। ଏହା ଶରୀରକୁ ଅନେକ ରୋଗରୁ ବଞ୍ଚାଇବା ସହିତ ଠିକ୍‌ କରିବାର କ୍ଷମତା…

ଚୁମ୍ବନ କଲେ ମିଳିଥାଏ ଏହିସବୁ ଫାଇଦା, ଜାଣିନିଅନ୍ତୁ କ’ଣ କ’ଣ

ଚିକିତ୍ସା ବିଜ୍ଞାନ ଯେତେଯେତେ ଆଗକୁ ଯାଉଛି ଶରୀରଚର୍ଯ୍ୟାକୁ ନେଇ ମଣିଷ ମନରେ ସେତିକି କୌତୁହଳ ଓ ନୂଆ ଉପାୟମାନ ଜାତ ହେଉଛି। ସେଥିମଧ୍ୟରୁ ଚୁମ୍ବନ ହେଉଛି ଅନ୍ୟତମ। କୁହାଯାଏ, ଚୁମ୍ବନ ଦ୍ୱାରା ଗୋଟେ ମନର ଭାଷାକୁ ଠିକ୍‌ରେ ପଢି ହୋଇଥାଏ। ନିଜ ମନର ସବୁ ଭାବ ଓ ଭାବନାକୁ ଚୁମ୍ବନରେ ରୂପାୟିତ…

ପିଅନ୍ତୁ ଏହିସବୁ ପ୍ରାକୃତିକ ଏନର୍ଜି ଡ୍ରିଙ୍କ, ଦୂର କରନ୍ତୁ ଆପଣଙ୍କ ଥକ୍କାପଣ ଏବଂ ଦୁର୍ବଳତା

ଆପଣ ନିଜ ଶରୀରର ଥକ୍କାପଣ ଦୂର କରିବା ଏବଂ ସୁସ୍ଥ ରଖିବା ପାଇଁ ଖାଦ୍ୟପେୟ ଉପରେ ଧ୍ୟାନ ରଖିବାକୁ ଧ୍ୟାନ ଦିଅନ୍ତି। କିନ୍ତୁ ବେଳେ ବେଳେ ଶରୀର ଏପରି ଭାବେ ଥକ୍କିଥାଏ ଯେ ତୁରନ୍ତ ଏନର୍ଜିର ଆବଶ୍ୟକତା ପଡିଥାଏ। ଯେଉଁମାନେ ନିୟମିତ ଭାବେ ବ୍ୟାୟାମ କରୁଛନ୍ତି ଏବଂ ଝାଳ ବୁହାଉଛନ୍ତି ସେମାନଙ୍କୁ…