Below header

ହେଲ୍ଥ ଟିପ୍ସ : ଆଜମା ରୋଗୀ କ୍ଷୀର ସହ ଖାଆନ୍ତୁ ଏହି ତିନୋଟି ଜିନିଷ, ମିଳିବ ଆରାମ

ସ୍ୱାସ୍ଥ୍ୟ ଠିକ ଥିଲେ ମନ ଠିକ ରହେ | ଦେହ ଯଦି ଖରାପ ରହେ, କେଉଁ ଥିରେ ମନ ଲାଗେ ନାହିଁ | ଆଜି ଆସନ୍ତୁ ଜାଣିବା ଆଜମା ରୋଗ ପାଇଁ କିଛି ଟିପ୍ସ | ଆଜମା ରୋଗ କାରଣ ରୁ ଶ୍ୱାସ ନଳୀ ଫୁଲି ଯାଇଥାଏ | ଯେଉଁଥି ପାଇଁ ଶ୍ୱାସ ନେବାରେ ଅସୁବିଧା ହୋଇଥାଏ | ଫଳରେ କାଶ, ଘୁଙ୍ଗୁଡ଼ି ଓ ଶ୍ୱାସ ନେବାରେ କଷ୍ଟ ହୋଇ ଥାଏ | ସମୟ ପୂର୍ବରୁ ଏହାକୁ ନିୟନ୍ତ୍ରଣ କରିବା ଜରୁରୀ | କାରଣ ଏହି ରୋଗ କାରଣ ରୁ ହାର୍ଟ ଓ ଫୁସଫୁସ ଉପରେ ମଧ୍ୟ ପ୍ରଭାବ ପକାଇଥାଏ |

ଆଜମା ରୋଗୀ ସର୍ବଦା ପାଖରେ ମେଡ଼ିସିନ ଓ ଇନହେଲର ରଖିବା ଜରୁରୀ | ଏହା ଛଡ଼ା ଆୟୁର୍ବେଦିକ ମେଡ଼ିସିନ ଓ ନୁସ୍କା ବ୍ୟବହାର କରି ଏହାକୁ କଣ୍ଟ୍ରୋଲ କରି ପାରିବେ | ଆସନ୍ତୁ ଜାଣିବା ଆଜମା ପାଇଁ କିଛି ଟିପ୍ସ |

ସାମଗ୍ରୀ

୧୦୦ ଗ୍ରାମ ବାଦାମ

୨୦ ଗ୍ରାମ କଳା ମରିଚ

୫୦ ଗ୍ରାମ ଚିନି

ଆଜମା ରୋଗୀ ଏମିତି କରନ୍ତୁ ସେବନ

ବାଦାମ, କଳା ମରିଚ ଓ ଚିନି କୁ ମିଶାଇ ପାଉଡର ବନାନ୍ତୁ | ଏହାକୁ ପ୍ରତିଦିନ ଦୁଧ ସହ ୧ ଚାମଚ ଖାଆନ୍ତୁ | ଏହା ଦ୍ୱାରା ଆପଣଙ୍କୁ ଲାଭ ମିଳିବ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.